ଆର୍, ନୂଆଗାଁ ରାଜ୍ୟ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ।

କନ୍ଧମାଳ , ଖଜୁରୀପଡ଼ା ବ୍ଲକ ଆ ର, ନୂଆଗାଁ ଗ୍ରାମ ପଞ୍ଚାୟତ ତରଫରୁ ସ୍ଥାନୀୟ ଗୋରକୁମ୍ପା ହାଇ ସ୍କୁଲ ଖେଳ ପଡିଆ ଠାରେ ଟୁର୍ଣ୍ଣାମେଣଟର ର ସଭାପତି ତଥା ଆର୍ ନୂଆଗାଁ ପଞ୍ଚାୟତ ର ସରପଞ୍ଚ ଶ୍ରୀ ମତି ସ୍ଵର୍ଣ୍ଣ ଲତା କହଁର , ସମ୍ପାଦକ ତଥା ଯୁବ ନେତୃତ୍ଵ ଶ୍ରୀ ଚରଣ ମୁଖି(ଲୁଲୁ) ଙ୍କ ପ୍ରଚେଷ୍ଟାରେ ରାଜ୍ୟର ବଛା ବଛା ଦଶ ଗୋଟି ଫୁଟବଲ୍ ଦଳକୁ ନେଇ ଏହି ପ୍ରତିଯୋଗିତା ଶ୍ରୀ ଚରଣ ମୁଖି (ଲୁଲୁ) ଙ୍କ ନେତୃତ୍ୱରେ ଗତ ତା ୧୪/୦୨/୨୦୨୫ ତାରିଖ ଠାରୁ ଆରମ୍ଭ ହୋଇ ଆଗାମୀ ୨୦/୦୨/୨୦୨୫ ଗୁରୁବାର ଦିନ ଏହାର ଉଜାପ ନି ଦିବସ ବ ଫାଇନାଲ ମ୍ୟାଚ ହେବ ଟୁର୍ଣ୍ଣାମେଣଟର ତୃତୀୟ ଦିବସରେ ତଥା ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଗୁଳ(ପତାକା)ଏଫ୍, ସି ଓ ଭଞ୍ଜନଗର (ଫୁଟବଲ୍ ଏକାଡେମୀ) ମଧ୍ୟରେ ହୋଇ ଥିଲା ଏଠାରେ ଅନୁଗୁଳ ଏକାଦଶ ଭଞ୍ଜନଗର ଏକାଦଶ କୁ ୦-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇ ଛି ।ଏହି ଦଳ ଆସନ୍ତା ୨୦/୦୨/୨୦୨୫ ରିଖରରେ ଗ୍ରୁପ୍ ବି ର ବିଜେତା ଦଳ ସହିତ ଫାଇନାଲ ମ୍ୟାଚ ଖେଳିବ । ଆଜି ଏହି ମ୍ୟାଚ୍ କୁ ସ୍ଥାନୀୟ ସରପଞ୍ଚ ସ୍ୱର୍ଣାଲତ କହଁର,ଖଜୁରୀ ପଡା ସରପଞ୍ଚ ଜନୀ ମହାଦୟ।, ଆଡ।ସି ପଡା ସରପଞ୍ଚ,ଓ ଟି ଟି ରା ପାଙ୍ଗ ସରପଞ୍ଚ ଉଦ୍ଘାଟନ କରିଥିଲେ ।ସମ୍ପାଦକ ଶ୍ରୀ ଚରଣ ମୁଖି (ଲୁଲୁ) ଭାଇ ଆଗକୁ ଏହି ଟୁର୍ଣ୍ଣାମେଣ୍ଟ ଚିର ସ୍ଥାଇ ହୋଇ ପ୍ରତିବର୍ଷ ଆୟଜନ କରାଯିବ ବୋଲି କହିଥିଲେ ।ଅତିଥି ଗଣ ବିଜୟ ଦଳକୁ ଧନ୍ୟ ବାଦ୍ ଜ୍ଞାପନ କରିଥିଲେ ।ପରାଜିତ ଦଳକୁ ଉତ୍ସାହ କରି ଖେଳରେ ହାର ଜିତ୍ ଥିବା କଥା କହି ସନ୍ତ ନା ଦେଇଥିଲେ ।

Leave a Reply

Your email address will not be published. Required fields are marked *