ଗୋ ପୂଜନ ଉତ୍ସବ ଅନୁଷ୍ଠିତ

ଏମ.ଏଫ.ଟି ଆଷ୍ଟ୍ରୋଲୋଜି ବାସ୍ତୁ ସାଇନ୍ସ ରିସର୍ଜ ସେଣ୍ଟର ପକ୍ଷରୁ ବ୍ୟାସନଗର ସ୍ଥିତ ଗୋଶଳା ପରିସରରେ ଗୋ ପୂଜନ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଆଜି ରାଜକିଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଗୋ ପୂଜନ କାର୍ଯ୍ୟକ୍ରମ ଜିଲ୍ଲା ବିଭିନ୍ନ ଅଞ୍ଚଳର ଶହେ ରୁ ଉର୍ଦ୍ଧ ପଣ୍ଡିତ ଯୋଗଦେଇ ଗୋ ପୂଜନ କରିବା ସହିତ ଆଲୋଚନା କରିଥିଲେ l ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଗୋରୁ ମାନଙ୍କୁ ବିଭିନ୍ନ ଖାଦ୍ୟ ଦେଇଥିଲେ l ପରିଶେଷରେ ଗୋଶାଳାର ପରମ୍ପରା ଅନୁଯାୟୀ ସ୍ୱାମୀ ମାନେ ନିଜ ପତ୍ନୀଙ୍କ ଓଜନ ଅନୁଯାୟୀ ଗୋ ଖାଦ୍ୟ ବଣ୍ଟନ କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *