ପାଣି ସମସ୍ୟାକୁ ନେଇ ରାଜ ରାସ୍ତାରେ ହାଣ୍ଡି ଗରୁଆ ରଖି ରାସ୍ତା ରୋକ କଲେ ମହିଳା

ଟିକିରି ୪/୩/୨୫ ( )ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଡମ୍ବ ସାହିରେ ବହୁ ଦିନ ଧରି ପିଇବା ପାଣି ସମସ୍ୟ କୁ ନେଇ ବାର ବାର ଅଭିଯୋଗ କରି ଥିଲେ l ଏହା ପରେ ଡମ୍ବ ସାହିରେ ବୋର୍ ଖଳା ଯାଇଥିଲା କିନ୍ତୁ ସେହି ବୋର୍ ମେସିନ କୈାଣସି କାରଣ ରୁ ବର ଖୁଲି ପାରି ନଥିଲା ‌ଶେଷରେ ରାସ୍ତାରେ ହାଣ୍ଡି ଗରିଆ ରଖି ମୁଖ୍ୟ ରାସ୍ତା ଅବୋରଧ କଲେ ମହିଳା।ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଅନେକ ଯାନବାହାନ। ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି।ମିଳିଥିବା ସୂଚନା ଅନୁଯାଇ ପିଇବା ପାଣି ପାଇଁ ଗ୍ରାମବାସି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବାରମ୍ବାର ପ୍ରଶାସନକୁ ଅବଗତ କରିବାପରେ ମଧ୍ୟ କୌଣସି ବ୍ୟବସ୍ତା କରାଯାଉନଥିବାରୁ ବାଧ୍ୟ ହୋଇ ରାସ୍ତାକୁ ଓ୍ବହ୍ଲାଇଛନ୍ତି।ଏନେଇ ଖବରପାଇ ଘଟଣାସ୍ଥଳରେ ଟିକିରି ପୁଲିସ ପହଞ୍ଚି କାଶୀପୁର ବିଡିଓ ବିଜୟ କୁମାର ସୋଏ,ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରି ପଦ୍ମିନି କହ୍ନର,କନିଷ୍ଠ ଯନ୍ତ୍ରୀଙ୍କ ସହ ବିଭାଗିୟ ଅଧିକାରି ପହଞ୍ଚି ଉକ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

ତାପରେ ପାଣିର ବ୍ୟବସ୍ଥା ହୋଇଥିଲାକାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *