ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଙ୍କର ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଚେତନl କାର୍ଯ୍ୟ କ୍ରମ ।
ଫୁଲବାଣୀ ତା ୦୪/୦୩/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥାନୀୟ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟରେ ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଶ୍ରୀ ସ୍ୱରୂପ କିଶେନ୍ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ଭାରତ ସରକାରଙ୍କ ନୂତନ ଆଇନ ଉପରେ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟରେ ସଚେତନ। କରାଉଥିଲେ ।ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଦାସ, ସହକାରୀ ଶିକ୍ଷକ ସନାତନ ଦାସ, ଓ ଜୁନିଅର୍ କ୍ଲାର୍କ ବିପିନି ବିହାରୀ ମନ୍ତ୍ରୀ ଏସ ଆଇ ଶ୍ରୀ ମୋନରଞ୍ଜନ୍ ଭୋଇ ଉକ୍ତ କାର୍ଯ୍ୟ କ୍ରମରେ ଯୋଗ ଦେଇ ଭାରତ ସରକାର ପୂର୍ବର ବ୍ରିଟିଶ୍ ଅମଳର କିଛି ଆଇନ ଭାରତରେ ପ୍ରଚଳନ କରିଥିଲେ ।ଯାହାକୁ କି ଭାରତୀୟ ମାନନକର ବ୍ୟକ୍ତିଗତ ସ୍ବାର୍ଥ ରେ ବିଶେଷ ଭାବରେ ପ୍ରଭାବିତ କରୁଥିଲା ତାହାକୁ ସୁଧାର କରି ଭାରତୀୟ ମାନବଙ୍କ ଦୈନଦିନ ଜୀବନରେ ବିକଶିତ କରିବା ପାଇଁ ସରକାର ପ୍ରଚଳିତ ପୁରୁଣା ଆଇନ୍ ଯଥା – ଇଣ୍ଡିଆନ୍ ପେନ। ଲ କୋ ଡ ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, କୋ ଡ ଅଫ୍ କ୍ରୀମିନ।ଲ ପ୍ରସିଜୀଓର୧୯୭୩ ବଦଳରେ ଜାତୀୟ ନାଗରିକ ସଂହିତା ୨୦୨୩ ଓ ଇଣ୍ଡିଆନ୍ ଅଭିଦେନ୍ସ ଅ।କ୍ଟ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପ।ରିତ କରି ଥିବା କଥା ଛାତ୍ର ଛାତ୍ରୀ କୁ ବୁଝାଇ ଥିବା ସହିତ ପୋଷ୍କ୍ ଅଧିନୀୟ ମ କଥା ବୁଝ।ଇ ଥିଲେ । ସରକାର ଙ୍କ ଆଇନ୍ କଥା କହି ଛାତ୍ର ଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।ଫୁଲବାଣୀ ଥାନା ଅଧିକାରୀ ଟାଉନ୍ ଥ।ନରେ ଯୋଗ ଦେବା ଦିନଠାରୁ ଫୁଲବାଣୀ ସହରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୁଧାରି ବାରେ ଲାଗିଛି । ସହରରେ ଗଣ୍ଡଗୋ ଳ ବାତାବରଣ କମିବାରେ ଦେଖିବାକୁ ମିଳୁଛି ।ରାତ୍ର ୧୦ ଘଣ୍ଟିକ। ପୂର୍ବରୁ ଦୋକାନ ବଜାର ବନ୍ଧ କରି ରାତ୍ରରେ ମଦ୍ୟପାନ କରି ବୁଲୁଥିବା ଅସାମାଜିକ ଯୁବକ ମାନଙ୍କୁ ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ବସ୍ ଷ୍ଟାଣ୍ଡରେ ଦିନ ଦ୍ବିପହରରେ ଯାତ୍ରୀ ମାନେ ଯେଉ ସବୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହାଠାରୁ ମୁକ୍ତି ମିଳୁଛି ବ ଲି ଯାତ୍ରୀ ମାନଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ସହରରେ ଦୃତ ଗତିରେ ଯେଁ ଉ ସବୁ ଦୁଇ ଚକିଆ ଯାନ ଚଳାଇଥିଲେ ତାହାବି ପ୍ରାୟ ବନ୍ଦ ହେବାର ପରିଲିଖିତ ହେବାରେ ଲାଗିଛି । ସହରରେ ସାହି ସାହି ମଧ୍ୟରେ ଲାଗି ରହୁଥିବା ଗଣ୍ଡଗୋଳ ବନ୍ଧ ହୋଇ ସହରରେ ଶାନ୍ତି ଫେରିଛି। ଏହି ସବୁ ଘଟଣାକୁ ପ। ଥୟ କରି କୁହାଯାଉଛି କି ଥାନା ଧିକରୀଙ୍କ କିଛି ପଦକ୍ଷର ସହରରେ ଶାନ୍ତିର ବତ।ବରଣ ଫେରିବାରେ ଲାଗିଛି । ଥାନା ଅଧିକାରୀ ଶ୍ରୀ ସ୍ୱରୂପ କିଶେନ୍ ପ୍ରଥମେ ରମ୍ଭ୍।,ଆସ୍କା, ନୂଆଗାଁ ଥାନା ରେ ରହି ଏମିତି ଶାନ୍ତି ବାତାବରଣ ଆଣିଥିବା କଥା ଲକଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଏହି ପରି ଜଣେ ଦକ୍ଷ ପ୍ରଶାସକ ଓଡ଼ିଶାର ପ୍ରତି ଥାନାରେ ରହିଲେ ।ଓଡ଼ିଶାର ଆଇନ ପରିସ୍ଥିତି ସୁଧାରି ଓଡ଼ିଶାରେ ଶାନ୍ତିର ବତ।ବରଣ ସୃଷ୍ଟି ହୁଅନ୍ତା ଏବଂ ଉତ୍ତମ ଓଡ଼ିଶା ଗଠନରେ ସହାୟକ ହୋଇଥାନ୍ତା ।ଏହ। ସବୁ ସ୍ଥାନୀୟ ଫୁଲବାଣୀ ସହର ର ବୁଦ୍ଧିଜୀବୀ, ଆଇନଜୀବି , ବରିଷ୍ଟ ନାଗରିକ, ଓ ସାଧାରଣ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।
