ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା କୁ ମିଳିଛି ବଡ଼ ସଫଳତା

ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା କୁ ମିଳିଛି ବଡ଼ ସଫଳତା ୧୨୮ ଗ୍ରାମ ୩’:୫୦ମିଲି ଗ୍ରାମ, ବ୍ରାଉନ ସୁଗାର ଜବତ,ଜଣେ ଗିରଫ, ଘଟଣା ରୁ ଜଣାପଡିଛି ଗୁଇନ୍ଦା ବିଭାଗର ଖବର ଅନୁସାରେ ହଳଦୀ ଡିହ ବାଇପାସ୍ ଠାରେ ସେକ ରାହୁଲ ଘର ପୁରୁଣା ବଜାର ଅଞ୍ଚଳର ସେ ଗୋଟିଏ ଏକଟିଭା ଗାଡି ରେ ଆସୁଥିବା ବେଳେ ହଳଦୀ ଡିହ ଠାରେ ପୋଲିସ ମାଡି ବସିଥିଲା,ଆଜି ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି,ସିଟି ଡିଏସପି ଅଂଶୁମାନ ଦୀବେଦୀ। ବେହେରା ବାବୁ ଏବଂ ସମସ୍ତ ପୋଲିସ ଉପସ୍ଥିତ ଥିଲେ।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *