ବାବା ମୁକ୍ତେଶ୍ଵର ଓ ମା ଅନ୍ନପୂର୍ଣ୍ଣା ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ।
କନ୍ଧମାଳ ତା ୦୬/୦୩/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପିଅନ ପଡା ୱାର୍ଡ ନ୦୧ ଓ ୱାର୍ଡ ନ ୧୨ ମିଳିତ ସ୍ଥାନ ତଥା ପିଅ ନ ପଡ। ସାଲୁଙ୍କି ନଦୀ କୂଳରେ ବାବା ମୁକ୍ତେଶ୍ଵର ଓ ମା ଅର୍ଣ୍ଣ ପୂର୍ଣ୍ଣ। ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ଚଳିତମ।ସ ଫାଲଗୁନ କୃଷ୍ଣପକ୍ଷ ସପ୍ତମୀ ଗୁରୁବାର ଠାରୁ ଏକାଦଶୀ ଯୁକ୍ତ ଦ୍ୟାଦଶୀ ତିଥି ୦୬/୦୩/୨୦୨୫ ରିଖ ଠାରୁ ୧୦/୦୩/୨୦୨୫ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବ ଓ ମା ଅନ୍ନପୂର୍ଣ୍ଣା ଦେବୀ ଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହି ରତ୍ନ ମୁଦ, ବିଗ୍ରହ ପ୍ରତିଷ୍ଠା, ନାମ ଯଜ୍ଞ,ଘୃତ ଯଜ୍ଞ, ଦୀ ପ ଯଜ୍ଞ ଅର୍ଣ୍ଣ ଯଜ୍ଞ, ଜ୍ଞାନ ଯଜ୍ଞ, କାର୍ଯ୍ୟ କ୍ରମ ଚାଲୁ ରହି ବ । ଏହି ମହତ କାର୍ଯ୍ୟକୁ ପିଅନ ପଡା ଗ୍ରାମ ବସୀ ଓ ମୁକ୍ତେଶ୍ଵର ମନ୍ଦିର ପରିଚାଳନା କମିଟିର ସଭାପତି ଯଥା ୱାର୍ଡ ନ – ୦୧ ର କାଉନସିଲର ମୃତୁଏଞ୍ଜୟ ପେର। ( ବାବୁ) ଭ।ଇ ଓ ସମ୍ପାଦକ ଶ୍ରୀ ଆର୍,ଶ୍ରୀନିବାସ ପଟ୍ଟନାୟକ ଓ କମିଟିର ଉପଦେଷ୍ଟା ଶ୍ରୀ ସୂର୍ଯ୍ୟ କାନ୍ତ ଦାସ ଓ ଆଶିଷ କୁମାର ମହାନ୍ତି (କୁନା) ଭ।ଇ ଓ ଗ୍ରାମର ବରିଷ୍ଟ ନାଗରିକ ଙ୍କ ଉଦ୍ୟମରେ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କ୍ରମ ଚାଲୁରହିଛି ।

ସମ୍ପାଦକ ଶ୍ରୀ ଆର, ଶ୍ରୀନିବାସ ପଟ୍ଟନାୟକ ଙ୍କ କହିବା ଅନୁଯାୟୀ ନିମ୍ନ ଲିଖିତ କାର୍ଯ୍ୟ ସୂଚୀ ଅନୁଯାୟୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ କ୍ରମ ଚାଲୁ ରହିବ । ତା ୦୬/୦୩/୨୦୨୫ ରିଖରେ(ଗୁରୁବାର) ଦୀ କ୍ଷ।, ଦେବ।ଦେବୀ ନିମନ୍ତ୍ରଣ, କଳସଯ।ତ୍ର।, ଅଧିବାସ, ଅଙ୍କୁରାରୋପଣ । ତା ୦୭/୦୩/୨୦୨୫ ରିଖରେ ସୂର୍ଯ୍ୟ ପୂଜା ଗୋ ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଘୃତ ଯଜ୍ଞ, ନାମ ଯଜ୍ଞ,ଓ ବନଯାଗ । ତା ୦୮/୦୩/୨୦୨୫ ରିଖରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗ୍ରହ ପୂଜା, କଳସ ପୂଜା, ସହସ୍ର ନାମ, ଚଣ୍ଡୀ ପାଠ,ଓ ରତ୍ନ ମୁଦ,। ତା ୦୯/୦୩/୨୦୨୫ ରିଖରେ ସୂର୍ଯ୍ୟ ପୂଜା, ଗୋ ପୂଜା ମଣ୍ଡଳ ପୂଜା, ମନ୍ଦିର ଅଧିବାସ,ଓ ପ୍ରତିଷ୍ଠା । ତା ୧୦/୦୩/୨୦୨୫ରିଖରେ ଦେବତାଙ୍କ ନଗର ପରିକ୍ରମା, ଯୁପ ସ୍ଥାପନ, ଶିଳା ସ୍ଥାପନ, ଧ୍ବ ଜ ସ୍ଥାପନ, ଦେବତାଙ୍କ ସିଂହାସନ ରହୋଣ, ନଗର କୀର୍ତ୍ତନ, ଦାଧି ଭାଣ୍ଡ ଭଞ୍ଜନ, ଯମୁନା ସ୍ନାନ, ପୂର୍ଣ୍ଣ। ହୂତି, ପ୍ରସ।ଦସେବନ ଇତ୍ୟାଦି ।ଏହି ସବୁ ଧର୍ମ କାର୍ଯ୍ୟ ର ପ୍ରଥମ ଦିନରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟ। ରେ ମା ମାନେ ଓ ସ୍ଥାନୀୟ ଡାକପଲ। ଅଞ୍ଚଳର କୀର୍ତ୍ତନ ଥଳ ର ମା ମାନଙ୍କ ଗହଣରେ ସ୍ଥାନୀୟ ପୌରପରିଷଦର ଅଧ୍ୟକ୍ଷ। ଶ୍ରୀମତୀ ପ। ୟେଲ ବେହେରା ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମକୁ ଆଗକୁ ନେଇ ଯାଇଥିଲେ ।
