ଦେବ ସ୍ନାନ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ।
ରାଇକିଆ, ତା 9/3/24 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉଚ୍ଚବା ରେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା।ଗତକାଲି ବିଗ୍ରହ ଙ୍କ ଦେବସ୍ନାନ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହିତ ରାଇକିଆ ରେ ଥିବା ମାଆ ବନ ଦୁର୍ଗା,ଶିବ ମନ୍ଦିର ଏବଂ ନବ ନିର୍ମିତ ଜଗନ୍ନାଥ୍ ମନ୍ଦିର ରେ ପହଞ୍ଚି ଦର୍ଶନ କରିଥିଲେ ତତ୍ ପରେ ନାମ ସଙ୍କୀର୍ତ୍ତନ ସ୍ଥଳ ରେ ପହଞ୍ଚି ନାମ ସଙ୍କୀର୍ତ୍ତନ ପରିକ୍ରମା କରିବା ସହିତ ଭଜନ ଓ ଶ୍ଳୋକ ଗାନ କରିଥିଲେ।
