ଅର୍ଣ୍ଣପୂର୍ଣ୍ଣା ରଙ୍ଗ ମଞ୍ଚ ରେ 15 ତମ ଜାତୀୟ ନାଟକ ମାହୋଉତ୍ସବ
– ଅର୍ଣ୍ଣପୂର୍ଣ୍ଣା ରଙ୍ଗ ମଞ୍ଚ ରେ 15 ତମ ଜାତୀୟ ନାଟକ ମାହୋଉତ୍ସବ ନେଇ ଅନୁଷ୍ଠାନ ରଙ୍ଗଶାଳା ପକ୍ଷରୁ ହୋଟେଲ ନାୟକ ବୀଚ ରିସର୍ଟ ଠାରେ ସାମ୍ବାଦିକ ସମିଳନୀ ଅନୁଷ୍ଠିତ l ରଙ୍ଗଶାଳା ପକ୍ଷରୁ ଆସନ୍ତା 20 ତାରିଖ ରେ ପାଞ୍ଚ ଦିନ ଧରି ନାଟକ ପରିବେଶଣ ନେଇ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ମାହୋଉତ୍ସବ ରେ ପ୍ରତେକ ଦିନ ସନ୍ଧ୍ୟା ରେ ବିଭିନ୍ନ ନାଟ୍ୟ ସଂସ୍ଥା ପକ୍ଷରୁ ନାଟକ ପରିବେଷଣ କରାଯିବ l ବରିଷ୍ଠ ମଞ୍ଚ ଅଭିନେତା ଶ୍ରୀ ଦିବାକର ପାତ୍ର, ବିଶିଷ୍ଟ ମଞ୍ଚ କଳାକାର ଶ୍ରୀ ବରେଣ୍ୟ ପଟ୍ଟନାୟକ ଏବଂ ଚଳଚିତ୍ର ଓ ମଞ୍ଚ କଳା କାର ଶ୍ରୀ କେଦାର ମିଶ୍ର ଙ୍କୁ ରଙ୍ଗଶାଳା ସନ୍ନମାନ ରେ ସନ୍ନମାନିତ କରାଯିଵା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି l
