ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ।କନ୍ଧମାଳ ତା ୧୯/୦୩/୨୦୩୫ ଫୁଲବାଣୀ ସଦର ସ୍ଥାନୀୟ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ଫୁଲବାଣୀ ପଞ୍ଚାୟତ ସମିତି ଓ ଫୁଲବାଣୀ ପୌରପରିଷଦ ର ମିଳିତ ଉଦ୍ୟମରେ ଆଜି ଏହି ଠାରେ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ପ୍ରତି ବର୍ଷ ଭଳି ଏହିବର୍ଷ ଆୟ ଜ ନ କର।ଯାଇଥିଲା ।ଏହି କାର୍ଯ୍ୟ କ୍ରମକୁ ପଂଚାୟତ ସମିତିର ଅଧ୍ୟକ୍ଷ। ଶ୍ରୀମତୀ ସସ୍ମିତା କହଁର, କୈଳାଶ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲାପାଳ, ସୌମ୍ୟ ରଂଜନ ପାତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପି, ପଦ୍ମା ସାମାଜିକ ସୁରକ୍ଷ। ଅଧିକାରୀ, ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ଭରପ୍ରପ୍ତ ଉପଖଣ୍ଡ ସାମାଜିକ

ସୁରକ୍ଷା ଅଧିକାରୀ ଶ୍ରୀନିବାସ ମଲ୍ଲିକ ଉପ। ଧ୍ୟ କ୍ଷ।, ସୁଶ୍ରୀ ଉଷାରାଣୀ ପ୍ରଧାନ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଏହି କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରିଥିଲେ । ଏଠାରେ ଫୁଲବାଣୀ ପଞ୍ଚାୟତ ସମିତି, ଫୁଲବାଣୀ ପୌରପରିଷଦ, ଓ ଖଜୁରୀପଡ଼ା, ଚକାପାଦ ବ୍ଲକ ର କିଛି ଭିନ୍ନକ୍ଷମ ମାନେ ଆସି ସମୁଦାୟ ୪୮୮ ଜଣ ନୂତନ ଭିନ୍ନ କ୍ଷମ ଏହି ଶିବିରରେ ନାମ ପଞ୍ଜିକୃତ କରିଥିଲେ ।ସେଥି ମଧ୍ୟରୁ ମୋଟ ୨୨୭ ଜଣ ଭିନ୍ନ କ୍ଷମ ପ୍ର ମାଣ ପତ୍ର ପାଇବାପରେ ଯୋଗ୍ୟ ହୋଇଥିବା ବି, ଅସ୍ ଅସ୍,ଓ ସୁଶ୍ରୀ ଉଷାରାଣୀ ପ୍ରଧାନ ଗଣ ମାଧ୍ୟମକୁ ଜଣାଇଥିଲେ ।ସେହିପରି ୧୦ ଜଣ କୁ ହୁଏଲ୍ ଚେୟାର, ୬ଜଣ କୁ କାନ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଯେଉଁ ମାନଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ହ।ତଲେଖ।,ବା ଶତକଡ଼ା କମ୍ ପ୍ରତିଶତ ଥିଲା ତାହାକୁ ବଡ଼।ଯାଇ ସରକ।ରଙ୍କର ସମସ୍ତ ସୁବିଧା କିପରି ଭ । ବରେ ପାଇ ପାରିବେ ସେଥି ପ୍ରତି ସରକା ର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *