ନିର୍ମାଣଧୀନ ଓଭର ହେଡ଼ ଟାଙ୍କି ରୁ ନିଆଁ ଆତଙ୍କିତ

ନିର୍ମାଣଧୀନ ଓଭର ହେଡ଼ ଟାଙ୍କି ରୁ ନିଆଁ ଆତଙ୍କିତ ବସ୍ତି ବାସିନ୍ଦା

କାମାକ୍ଷାନଗର, -ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହର ର ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ନିକଟ ରେ ନିର୍ମାଣ ଧୀନ ଓଭର ହେଡ଼ ଟାଙ୍କି ରେ ସନ୍ଧ୍ୟା ସମୟରେ ଲାଗିଥିବା ଲୁହା ପାଇପରୁ ଅଚାନକ ବିଦ୍ୟୁତ ଲାଗି ନିଆଁ ଗୁଲ ଉଡିଥିଲା l ଫଳରେ ପାଖରେ ଥିବା ବସ୍ତିର ବାସିନ୍ଦା ମାନେ ଆତଙ୍କିତ ହୋଇ ପଡ଼ିଥିଲେ l ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ l ହେଲେ ସେତେ ବେଳକୁ ନିଆଁ ବନ୍ଦ ହୋଇଯାଇଥିଲା l ଦାୟିତ୍ୱ ରେ ଥିବା ଠିକାଦାରଙ୍କ କାର୍ଯ୍ୟ ଧାରା ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି l

Leave a Reply

Your email address will not be published. Required fields are marked *