କନ୍ଧମାଳ ମ ହୋତ୍ସବ ଉଦ୍ଘାଟନ କଲେ ଫୁଲବାଣୀ ବିଧାୟକ
କନ୍ଧମାଳ ମ ହୋତ୍ସବ ଉଦ୍ଘାଟନ କଲେ ଫୁଲବାଣୀ ବିଧାୟକ ।କନ୍ଧମାଳ ତା ୨୨/୦୩/୨୦୨୫ ଫୁଲବାଣୀ ବିଗତ ତା ୨୧/୦୩/୨୦୨୫ ରିଖରେ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ ରେ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ କନ୍ଧମାଳ ମହୋତ୍ସବ କୁ ନିଜ କର କମଳରେ ଉଦ୍ଘାଟନ କରିଛନ୍ତି । ଜିଲ୍ଲାର କଳା ଓ ସଂସ୍କୃତିକୁ ଲକଳଚନକୁ ଆଣିବା ଏହି କନ୍ଧମାଳ ମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ବ ଲି ବିଧାୟକ କହିଛନ୍ତି । ଜିଲ୍ଲାର ଲଘୁ ବନଜାତ ପଦାର୍ଥ, ବିଭିନ୍ନ ଜଙ୍ଗଲ ଜାତ ପଦାର୍ଥର ବଜାର ସୃଷ୍ଟି କରିବାର ପ୍ରକୃତ ମାଧ୍ୟମ ବଳି କହିଛନ୍ତି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆମ୍ରୀତ୍ ଋତୁରାଜ, ଏସ ପି ହରିଶ୍ ବିଶି , ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରଜ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ଅପରାହ୍ନରେ ମଶାଲ ଶୋଭାଯାତ୍ରା ପାରମ୍ପରିକ ନୃତ୍ୟ ସହ କୋରନେସନ୍ ପଡ଼ିଆରୁ ବାହାରି ସହର ପରିକ୍ରମା କରି କନ୍ଧମାଳ ଷ୍ଟାଡିୟମ୍ ରେ ପଞ୍ଚି ଥିଲା । ଶୋଭାଯାତ୍ରାରେ ଅତିରିତ୍କ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା,ମୁଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୌମ୍ୟ ରଂଜନ ପାତ୍ର, ତହସିଲ ଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ,ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ପାୟେ ଲ ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ମହୋତ୍ସବ ରେ ଦୂତୀୟ ଦିବସଟିକୁ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଆସି ସାଂସ୍କୃତିକ ମଞ୍ଚକୁ ଉଦ୍ଘାଟନ କରି ମହୋତ୍ସବ ରେ ଥିବା ବିଭିନ୍ନ ପ୍ରକାର ଷ୍ଟଲ୍ ପରିଦର୍ଶନ କରି ଦେଖିଥିଲେ । ଏହି ମହୋତ୍ସବ ୨୧/୦୩/୨୦୨୫ ରିଖରୁ ଆରମ୍ଭ ହଇ ୨୫/୦୩/୨୦୨୫ ରିଖରେ ଉଯା ପିତା ହେବାର କାର୍ଯ୍ୟ କ୍ରମ ରହିଛି ।ଏହି ଠାରେ ଓଡ଼ିଶାର ନାମୀଦାମୀ ସିନେ ତାରକା ମାନେ ଆସି ସେମାନଙ୍କ କଳା ପଦରସନ କରିବା ସହିତ ସଂଗୀତ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟ କ୍ରମ ରହିଅଛି । ଏଥି ମଧ୍ୟରୁ ଓଡିଶାର ବିଶିଷ୍ଟ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ କାର୍ଯ୍ୟ କ୍ରମ ଅନ୍ୟତମ ।
