ସରପଞ୍ଚ ଓ ସମିତିସଭ୍ୟଙ୍କ ନାମ ନଥୁବାରୁ ଭିଭିପ୍ରସ୍ତର ଫଳକ ଭାଙ୍ଗି ଥିଲେ ଆଜି ଗିରଫ ହୋଇଛନ୍ତି

ପ୍ରସ୍ତର ଫଳକରେ ସରପଞ୍ଚ ଓ ସମିତିସଭ୍ୟ ନାମ ନଥୁବାରୁ ଫଳକ ଭାଙ୍ଗିଲେ ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମବାସୀ | ଅଭାନୀଯଘଟଣା ଘଟିଛି ଭଦ୍ରକ ବ୍ଲକ ଅଧୀନ ଅଣ୍ଢେଇପଲ୍ଲୀ ପଞ୍ଚାୟତର ମିନତୀ ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟ ଶ୍ରେଣୀଗୃହର ଉନ୍ନତିମୂଳକ କାର୍ଯ୍ୟକ୍ରମରେ I ଭିଭିପ୍ରସ୍ତାର ସ୍ଥାପନ ପାଇଁ ରବିବାର ସ୍ଥିର ହୋଇଥିଲା । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ କିନ୍ତୁ ଏଥିରେ ସରପଞ୍ଚ ଗୌରୀ ମଲିକ ସମିତିସଭ୍ୟ ଦଶରଥ ସେଠୀଙ୍କ ନାମ ନଥିଲା I ୩୫ଲକ୍ଷଟଙ୍କାରପ୍ରକଳ୍ପଘଟଣାସ୍ଥଳରେ ହୋ ହାଲ୍ଲା କରିବା ସହ ଫଳକ କୁ ଭାଙ୍ଗିଥିଲେ। ଆଜି ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *