ନିଜ ସ୍ବାମୀ ନାମରେ ଥାନାରେ ଏତଲା ଦେଲେ ଶ୍ରୀମତୀ ଜୟନ୍ତୀ ବଗର୍ତ୍ତୀ ।

କନ୍ଧମାଳ ,ଫୁଲବାଣୀ ସହର ସ୍ଥାନୀୟ କେନ୍ଦୂପଦ ର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅବିଶ୍ଵ।ସ ମୂଳକ ଘଟଣା । ଶ୍ରୀମତୀ ଜୟନ୍ତୀ ବଗର୍ତ୍ତୀ ନିଜ ସ୍ବାମୀ ଶ୍ରୀ ପ୍ରମୋଦ ବଗର୍ତ୍ତି ଙ୍କ ବିରୁଦ୍ଧରେ ସନ୍ଧ୍ୟା ୭,୩୦ ମିନିଟ୍ ରେ ସ୍ଥାନୀୟ ଆଦର୍ଶ ଟାଉନ୍ ଥାନା ରେ ଏକ ଏତଲା ଦେଇଥିଲେ । ଶ୍ରୀମତୀ ବଗର୍ତ୍ତୀ କହିବା ମୁତାବକ ମୋର ସ୍ବାମୀ ସଦ। ସର୍ବଦା ମଦ୍ୟପାନ କରି ଆମ ମା ପୁଅକୁ ମାଡ଼ ମାରିବା, ମାନସିକ ନିର୍ଯ୍ୟାତନା ଦେବା, ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ତା ୨୬/୦୩/୨୦୨୫ ରିଖରେ ମୁଁ ସକାଳ ୭ ଘଣ୍ଟିକ। ସମରେ କାମ କରିବା ପାଇଁ ଘରୁ ଯାଇଥିଲି , ମଧ୍ୟାହ୍ନ ରେ ଘର କୁ ଖାଇବାକୁ ଆସି ଆମେ ତିନିଜଣ ଯାକ ମିଶି ଖାଇଲୁ ପରେ ମୁଁ ପୁଣି କାମ କରିବା କୁ ଚାଲି ଯାଇଥିଲି । କାମରୁ ସନ୍ଧ୍ୟା ୫ ଟା ବେଳେ ଘରକୁ ଫେରି ଦେଖିଲି ମୋ ପୁଅ ଆୟୁଷ୍ମାନ ଅଭିଜିତ ବଗର୍ତ୍ତୀ ବୟସ ୧୫ ବର୍ଷ ତାହାର ବେକରେ ରଶି ଲାଗି ଶରୀର ଫ୍ୟ।ନ ରେ ଝୁଲୁ ଥିବା ଦେଖିବାକୁ ପାଇଲି, ପୁଅ ସବୁବେଳେ ବପା ମଦ୍ୟା ପାନ କରୁଥିବାରୁ ପୁଅ ସଦାବେଳେ ମନ। କରୁଥିବାରୁ ମୋର ସ୍ବାମୀ ମୋ ପୁଅ ଉପରେ ଅସନ୍ତୁଷ୍ଟ ଥିଲେ, ତେଣୁ ମୁଁ ସନ୍ଦେହ କରୁଛି ,କି ମୋର ସ୍ବାମୀ ଶ୍ରୀ ପ୍ରମୋଦ ବଗର୍ତ୍ତୀ ମୋର ପୁଅକୁ ମାରିଥିବା ମତେ ସନ୍ଦେହ ଲାଗୁଛି।ମୋର ପୁଅ ଶ୍ରୀ ଅଭିଜିତ ବଗର୍ତ୍ତୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲା ମୋର ସଂସାରରେ ଆଉ ମୋ ପାଇଁ କେହି ନାହାନ୍ତି ଏକମାତ୍ର ପୁଅ କୁ ମାରି ମୋ ଜୀବନକୁ ନର୍କ କୁ ଠେଲି ଦେଇଥିବା କଥା ଶ୍ରୀମତୀ ବଗର୍ତ୍ତୀ ଗଣ ମାଧ୍ୟ।ମା ଆଗରେ କହିଥିଲେ ବର୍ତ୍ତମାନ ସ୍ବର୍ଗତ ଅଭିଜିତ ଙ୍କ ମର ଶରୀର ମେଡିକାଲ୍ ଅଛି । ପୋଷ୍ଟମର୍ଟ।ମ ରିପୋର୍ଟ ଆସିବା ପରେ ଜଣ ପଡ଼ିବ କି ? ପୁଅ ଅଭିଜିତ କୁ ହତ୍ୟା କରାଯାଇଛି କି? ସେ ନିଜେ ଆତ୍ମମ ହତ୍ୟା କରି ଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *