ଆମେ ଜାଣିବା ଆମେ ଜିଣିବ
ଆମେ ଜାଣିବା ଆମେ ଜିଣିବ। କାର୍ଯ୍ୟକ୍ରମ ଅନୁଷ୍ଠିତ । କନ୍ଧମାଳ ତା ୩୧/୦୩୨୦୨୫ କନ୍ଧମାଳ ଜିଲ୍ଲା ଘୁଦୟଗିରି ବ୍ଲକ ବାଲୁମାହା ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତା ୩୦/୦୩/୨୦୨୫ ରିଖରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍କୁଲ ସଭାପତି ଗାନ୍ଧି ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଉଦୟଗିରି ବ୍ଲକରୁ ଆସିଥିବା ଡିଓ ଅଧିକାରୀ ଜୋତି ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ସ୍କୁଲ ର ପ୍ରଧାନ ଶିକ୍ଷକ ଜଗତମୋହନ ପ୍ରଧାନ, ସି ଆର ସି ସି ବିଜୟ ନାୟକ, ୱାର୍ଡ ମେମ୍ବର ନୀଳାଦ୍ରି କହଁର, ଯୋଗଦେଇଥିଲେ ଏହି ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ପ୍ରଥମେ ପୁଷ୍ପ ଗୁଚ୍ଛ ଦେଇ ସ୍ଵଗତ କରାଯାଇଥିଲା ,ଏବଂ ସ୍କୁଲ ର ଉନ୍ନତି କିଭଳି ଭାବରେ ହୋଇପାରିବ ସେଥି ପ୍ରତି ଗ୍ରାମର ଅଭିଭାବକ ମାନଙ୍କ ସହ ଆଲୋଚନା କରାଯଇଥିଲା । ସ୍କୁଲ କୁ କିଭଳି ସରଶ ସୁନ୍ଦର ରଖିବା ଏବଂ ପିଲା ମାନେ କିଭଳି ଭଲ ପାଠ ପଡ଼ି ଦେଶରେ ଭଲ ମଣିଷ ହୋଇ ସମାଜ ର ଉନ୍ନତି କାମ କରିବେ ତାହା ପିଲାମାନଙ୍କୁ ବୁଝେଇ ଥିଲେ । ଶେଷରେ କୁନି କୁନି ପିଲାମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପ୍ରମାଣ ପତ୍ର ସହ ପୁର ଷ୍କ।ର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସି ଆର ସି ସି ବିଜୟ ନାୟକ ପାରିଚାଳନା କରିଥିବା ବେଳେ ସ୍କୁଲ ର ଶିକ୍ଷୟିତ୍ରୀ ସହ୍ନେଲତା ସାହୁ ଧନ୍ୟବାଦ ଅର୍ପଣ ଦେଇଥିଲେ !
