ଭଦ୍ରକର ରାମନବମୀ ଶୋଭାଯାତ୍ରା

ଐତିହାସିକ ରାମ ନବମୀ ପାଇଁ ଆଲୋଚନା କରାଯାଇଥିଲା I ପୂର୍ବରୁ ଭଦ୍ରକ ଓ ବାଲେଶ୍ଵର ଜିଲାର ସୁରକ୍ଷା ପାଇଁ ଆସନ୍ତା ଏପ୍ରିଲ ୬ ତାରିଖରେ ରାମନବମୀ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିନୟ ମିଶ୍ର | ଓଡ଼ିଶା କ୍ରାଇମବ୍ରାଞ୍ଚର ଭଦ୍ରକ ଜିଲ୍ଲାରେ ୨୩ ପ୍ଲାଟୁନ ପୁଲିସ ଫୋର୍ସସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ସ୍ପେଶାଲ ଡିଜି ଶ୍ରୀ ମିଶ୍ର ଆଜି ଭଦ୍ରକ ଗସ୍ତ କରିବା ସହ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ରେ ଆଗାମୀ ରାମନବମୀ ପାଇଁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାୟକ, ଭଦ୍ରକ ଏସ୍‌ପି ମଡକର ସନ୍ଦୀପ ସମ୍ପଦ, ବାଲେଶ୍ବର ଏସପି ଶ୍ରୀରାଜ ପ୍ରସାଦଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ ସାମିଲ ଥିଲେ । ଆସନ୍ତା ରାମନବମୀ ସୁପରିଚାଳନା ତଥା ସାମାଜିକ ଗଣମାଧ୍ୟମ ଉପରେ ନଜର ସିଆର୍‌ପିଏଫ୍‌ର ଗୋଟେ କମ୍ପାନୀ ବିଏସଏଫ ଗୋଟେ କମ୍ପାନୀ, ରାପିଡ୍ ଆକ୍ସନ ଫୋର୍ସର ଗୋଟିଏ କମ୍ପାନୀ ସୁରକ୍ଷା ଦାୟିତ୍ୱରେ ରହିବେ। ସିସିଟିଭି କ୍ୟାମେରା ସର୍ଭିଲାନସ୍‌ରେ ପୂରା ସହର ରହିବ କ୍ୟାମେରାରେ ସବୁ ସମ୍ବେଦନଶୀଳ ଅଞ୍ଚଳକୁ ନଜର ରଖାଯିବ। ଶ୍ରୀରାମନବମୀ ପୂର୍ବରୁ ୱାରେଣ୍ଟିଙ୍କୁ ଧରିବାକୁ ପୁଲିସର ସ୍ପେଶାଲ ଟିମ୍ ଗଠନ ହେବ। ସମାନ ଭାବେ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଡିଜେ ଓ ଭାଇବ୍ରେଟର ଉପରେ ନଜର ରଖାଯିବ ବୋଲି ପୂର୍ବାଞ୍ଚଳ ଡିଆଜି ଡ. ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *