ଆମ ପୋଷାକ ଆମ ପରିଚୟ ଦିବସ
ଆମ ପୋଷାକ ଆମ ପରିଚୟ ଦିବସ ” ଜାତୀୟ ସେବା ଯୋଜନା ସୌଜନ୍ୟ ରେ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ହସ୍ତତନ୍ତ୍ର ଶିଳ୍ପର ପ୍ରସାର ଓ ପ୍ରଚାର ପାଇଁ ତଥା ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଦେଶିତ କାର୍ଯ୍ୟକ୍ରମକୁ ପାଳନ ସହ ସମ୍ବଲପୁରୀ ଖଦି ବସ୍ତ୍ର ପରିଧାନ ସମ୍ପକରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡଃ ବଳରାମ ଦାଶ ଓ ଅଧ୍ୟାପକ ଡଃ ଶ୍ରୀ ନିବାସ ସାହୁ ଏ ସମ୍ପର୍କରେ ଆଲୋଚନା କରିଥିଲେ ।
