୨୪ କୁଣ୍ଡିୟ ଶକ୍ତି ସମ୍ବର୍ଦ୍ଧ ନ ଗାୟତ୍ରୀ ମହାଯଜ୍ଞ
କନ୍ଧମାଳ ତ।୦୫/୦୪/୨୦୨୫ ଫୁଲବାଣୀ ଶାଖା ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ତ୍ୱତ।ବଧ।ନରେ ଚଳିତ ତା ୦୩/୦୪/୨୦୨୫ ରିଖ ଠାରୁ ତ୦୬/୦୪/୨୦୨୫ ରିଖ ପଯ୍ୟନ୍ତ ମୁଖ୍ୟ ଟ୍ରଷ୍ଟି ସିମ।ଞ୍ଚଳ ବେହେରା, ଜଗନ୍ନାଥ ସାହାଣୀ,ଦୁର୍ଗ। ଚରଣ ସାହୁ ଓ ସମସ୍ତ ପରିଜନ ଙ୍କ ଉଦ୍ୟମରେ ଏହି କାର୍ଯ୍ୟ କ୍ରମ ଚାଲୁରହିଛି । ଆଦ୍ୟ ତା ୦୪/୦୪/୨୦୨୫ ରିଖରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସମାଜ ସେବୀ ଶ୍ରୀ ବିପ୍ର ଚରଣ ପାତ୍ର, ଶ୍ରୀ ରବି ସୁବୁଦ୍ଧି, ବିଜୟ ପଟ୍ଟ ନାୟକ, ପ୍ରକାଶ ପଣ୍ଡା, ବିର।ଜ ପ୍ରସନ ପଣ୍ଡା ସର୍ବେଶର ପଣ୍ଡା, ଇତ୍ୟାଦି ଉପସ୍ଥିତ ରହି ସମାଜ ସେବା ପାଇଁ ଉପସ୍ଥିତ ପରିବାରଙ୍କୁ ପ୍ରେରଣା ଦେବା ସହ ସଂସାର ମଧ୍ୟରେ ଦୁସ୍ ପ୍ରଭୃତିର ଉର୍ମନମୂଳକ ସତ୍ ପ୍ରବୃତିର ସମ୍ବର୍ଦ୍ଧନା ତଥା ମାନବ ମଧ୍ୟ ଦେବ ତ୍ୱ ଧାରଣ ଓ ପୃଥିବୀ ରେ ସ୍ବର୍ଗତ ଅବତରଣ ମହାନ୍ ଲକ୍ଷ ବଲି ନିମନ୍ତ୍ରିତ ଅତିଥିମାନେ ପ୍ରକାଶ କରିଥିଲେ । ସନ୍ଧ୍ୟା ୦୬ ଘଣ୍ଟିକ। ସମୟରେ ପ୍ରବଚନ, ଗୀତାପାଠ, ସମାଜ ସଂସ୍କାର ଉପରେ ଆଲୋଚନା କରାଯାଇଥିଲା । ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ବିଜୟ ପଟ୍ଟନାୟକ ପିଲାଦିନ ଠାରୁ ବାପାଙ୍କ ସହିତ ଗାୟତ୍ରୀ ପରିବାର ସହିତ ଜଡିତ ଥିବା କହି , କହିଥିଲେ କି ସେହି ପ୍ରାଣ ସ୍ୱରୂପ, ଦୁଃଖ ନାଶକ,ଦେହ ସ୍ୱରୂପ, ପରମାତ୍ମା ଅନ୍ତର ଆତ୍ମାରେ ଧାରଣ କରିବା ସେହି ପରମ।ଆତ୍ମ ଆମର ବୁଦ୍ଧିକୁ ସତ୍ ମାର୍ଗରେ ପରିଚାଳନା କରିବେ । ଏହି ପ୍ରେରଣା ସମସ୍ତ ଉପସ୍ଥିତ ପରିବାର ବର୍ଗକୁ ଦେଇଥିଲେ ।
