ଡ଼, ଆମ୍ବେଦକର ଜୟନ୍ତୀ ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ
କନ୍ଧମାଳ ତା ୧୦/୦୪/୨୦୨୫ ଫୁଲବାଣୀ କନ୍ଧମାଳ ଜିଲ୍ଲା ଡ,ବି ଆର ଆମ୍ବେଦକର ସ୍ମୁତି କମିଟି କନ୍ଧମାଳ ତରଫରୁ ସ୍ଥାନୀୟ ସ୍ଵୟଂ ସହାୟକ ମହାବିଦ୍ୟାଳୟ ଛଜ ତଥା କନ୍ଧମାଳ ଜିଲ୍ଲା କୁଇ ସମାଜ ସମନୟ ସମିତି କାର୍ଯ୍ୟାଳୟ ଠାରେ କମିଟିର ସଭାପତି ଶ୍ରୀ ସମୀର ଘଟାଲ୍ ଙ୍କ ନେର୍ଦ୍ଦେଶ କ୍ରମେ ତଥା ସ୍ମୁତି କମିଟିର ଉପଦେଷ୍ଟ୍। ବା ବରିଷ୍ଟ ଆଇନଜୀବୀ, କନ୍ଧମାଳ ଜିଲ୍ଲାର ବିଶିଷ୍ଟ ଆଦିବାସୀନେତା ଶ୍ରୀ ଲମ୍ବଧର କହଁର ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ସମ୍ବିଧାନ ଜନକ ବା ପ୍ରଣେତା ବାବା ସାହେବ୍ ଙ୍କ ୧୩୪ ତମ ଜୟନ୍ତୀ କନ୍ଧମାଳ ଜିଲ୍ଲା ସଦର ମହକୁମାରେ ପାଳନ ନ କରି ଚଳିତ ବର୍ଷ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରାଇକିଆରେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।ଉକ୍ତ ଦିନ ତଥା ୧୪/୦୪/୨୦୨୫ ରିଖରେ ରାଇକିଆ ର ବେରେଡ୍। କିଆ ଛକ ଠାରୁ ଏକ ବିଶାଳ ରାଲି ବାହାରି ସମ୍ବବତ ୫ ,୦୦୦ ରୁ ଅଧିକ ଲକ ଏହି ବିଶାଳ ରାଲିରେ ସମ।ବେଶିତ ହୋଇ ବେରେଡ। କିଆ ଛକ ଠାରୁ ବାହାରି ରାଇକିଆ ମୁଖ୍ୟ ବଜାର ଦେଇ ନୂତନ ଭାବେ ପ୍ରତିଷ୍ଟିତ ବାବା ସାହେବ୍ ଙ୍କ ପ୍ରତିମୂର୍ତ୍ତି ଉନ୍ମଚ କରି ସେଠାରୁ ବାହାରି ଚୂନ ପାଲି ଠାରେ କତକନ୍ଧି ଠାରେ ସାଧାରଣ ସଭା କରିବା ପାଇଁ ରାଇକିଆ ଆମ୍ବେଦକର ସ୍ମୁତି କମିଟି ତରଫରୁ ସଭାପତି ଶ୍ରୀ ସମୀର ଘଟାଲ୍ ଙ୍କୁ ଅନୁରୋଧ କରିଥିଲେ ବଲି ଶ୍ରୀ କହଁର ସମ୍ମିଳନୀରେ କହିଥିଲ । ଏହି ସଭାରେ ରାଇକିଆ ଆମ୍ବେଦକର ସ୍ମତି କମିଟିର କର୍ମକର୍ତ୍ତା ଯଥା ମନୋଜ ଦିଗାଲ, ଲକ୍ଷ୍ମଣ ପ୍ରଧାନ, ଶୁଶିଳ ପ୍ରଧାନ,ବିରେନ୍ଦ୍ର ପ୍ରଧାନ ପ୍ରମୁଖ ଆସି ଏହି କାର୍ଯ୍ୟ କ୍ରମ ରାଇକିଆ ଠାରେ ପାଳନ କରିବା ପାଇଁ କନ୍ଧମ।ଳ ଜିଲ୍ଲା ବି ଆର ଆମ୍ବେଦକର ସ୍ମୁତି କମିଟି ଆଗରେ ଅନୁରୋଧ କରିଥିଲେ ।
