ନାସନଲ ୟୁଥ୍ ପାର୍ଲିଆମେଣ୍ଟ ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ।

ନାସନଲ ୟୁଥ୍ ପାର୍ଲିଆମେଣ୍ଟ ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ।ଆସନ୍ତା ମେ ମାସ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନାସନଲ ୟୁଥ୍ ପାର୍ଲିଆମେଣ୍ଟ ଆୟୋଜନ ନେଇ କୋଣାର୍କ ଡାକ ବଙ୍ଗଳା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ଦେଶରୁ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଭାଗି ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଦେଶ ସମୃଦ୍ଧ ପାଇଁ କାର୍ଯ୍ୟ କରିବେ। ବିକଶିତ ଭାରତ ଲକ୍ଷ ନେଇ ତୃଣ ମୂଳ ସ୍ତରରୁ ଯୁବ ସଂଗଠକ ମାନଙ୍କୁ ତିଆରି କରି ସେମାନଙ୍କୁ ଦକ୍ଷତା ପ୍ରଦାନ କରାଇବା ଏହି ୟୁଥ୍ ପାର୍ଲିଆମେଣ୍ଟ ଆୟୋଜନ ମୂଖ୍ୟ ଉଦେଶ୍ୟ ବୋଲି ଆୟୋଜକ ପକ୍ଷରୁ ସୁଚନା ଦିଆଯାଇଛି।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *