ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଣ୍ଟନ |

ଗଞ୍ଜାମ ଜିଲ୍ଲା, କୁକୁଡ଼ା ଖଣ୍ଡି ବ୍ଲକ ଅନ୍ତର୍ଗତ, ଡ଼େଙ୍ଗାପଦର ପଞ୍ଚାୟତ ଅନ୍ତର୍ଗତ, ନାରାୟଣ ପୁର ଗାଁ ରେ ଆଜି ଯୁବକ ମାନଙ୍କ ନେତୃତ୍ୱ ରେ ଗାଁ ମନ୍ଦିର ରେ ପୂଜା ଵିଧି କରିବା ସହିତ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା | ଏଥିରେ ସେ ଗାଁ ର ଅରକ୍ଷିତ ସେଠି ଙ୍କ ନେତୃତ୍ୱ ରେ ପିଲାମାନେ ରାସ୍ତାରେ ପଣା ବାଣ୍ଟୁଥିଲେ | ଏଥିରେ ସେ ଗାଁ ର ଯୁବ ବର୍ଗ ନରସିଂହ, ଅମିତ୍, ଜିତୁନ୍, ଗଙ୍ଗା,ଶିବ, ଅଶୋକ, ଅରକ୍ଷିତ, ମୁନା ଆଦି ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *