ହରିଜନ ଆଦିବାସୀ ମାନଙ୍କ ଉପରେ ଦୃର୍ବୁତ୍ତ ଙ୍କ ଆକ୍ରମଣ

ହରିଜନ ଆଦିବାସୀ ଯୁବକ ଗ୍ରାମ ରେ ସାକ୍ଷୀ ଦେବାରୁ ନିସ୍ତୁକ ମାଡ଼, ଭଦ୍ରକ ରୁ କଟକ ମେଡିକାଲ ରେଫର ଘଟଣା ରୁ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ବିଷ୍ଟୁ ପୁର ପଞ୍ଚାୟତ ର ମଧୁସୂଦନ ଗ୍ରାମ ର ଅନିଲି ସିଂ ରାତ୍ରୀ ରେ ଘରେ ଶୋଇ ଥିବା ସମୟରେ ସେହି ଗ୍ରାମର ପଣ୍ଡୁ ଏବଂ ବାପି ଦୁଇ ଜଣ ମଦ ପିଇ ଏକୁଟିଆ ରହିଥିବା ର ସୁଯୋଗ ନେଇ ମାରାତ୍ମକ ଭାବେ ଆକ୍ରମଣ କରିଥିଲେ। ଏହି ସମୟ ରେ ଅନିଲ କୁ ବଞ୍ଚାଇ ବା ପାଇଁ ତା’ର ସ୍ତ୍ରୀ ନିର୍ମଳା ସିଂ ଧରିବା ଅବସ୍ଥାରେ ତାଙ୍କୁ ମଧ୍ୟ ମାଢ ମାରି ଥିବାର ଅଭିଯୋଗ ଅନିଲ ର ମାଁ ବାସନ୍ତୀ ସିଂ ଅଭିଯୋଗ କରିଛନ୍ତିି। ବିଶେଷ ସୂତ୍ରରୁ ସୂଚନା ମିଳିଛି କିଛି ଘଟଣା ଘଟି ଥିଲା ତାହା ଗ୍ରାମ ରେ ବିଚାର କରାଯାଉ ଥିବା ସମୟରେ । କୈାଣସି କଥା ରେ ଅନିଲ ସିଂ କୁ ସାକ୍ଷୀ ଦେଇ ଥିବାରୁ । ଅନିଲ କୁ ଆକ୍ରମଣ କରାଯାଇଛି। ଏ ବିଷୟରେ ଲିଖିତ ଆକାରରେ ଦରଡା ଥାନା ରେ ଦିଆ ଯାଇଛି। କୈାଣସି ପଦକ୍ଷେପ ଥାନା ତରଫରୁ ନ ନେବାରୁ ଅନିଲ ସିଂ ର ମାଁ ବାସନ୍ତୀ ସିଂ, ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *