ଆତଙ୍କବାଦୀ କୁ ବିଲୁପ୍ତ କର

ଆତଙ୍କବାଦୀ କୁ ବିଲୁପ୍ତ କର

ଆତଙ୍କବାଦୀ କୁ ବିଲୁପ୍ତ କର
ଭାରତ ମାତା ର ପାଇଁ
ଶାନ୍ତି ର ବାନା ଉଡାଇଦିଅ
ଉଠ ହେ ଭଉଣୀ ଭାଇ।।
ହିନ୍ଦୁ ମାନଙ୍କର ଉପରେ ତୁମ
ଦଲମ ଚଳିବ ନାହିଁ
ସମୟ ସ୍ରୋତରେ ଆମେ ସଜାଗ
ଜବାବ ଦେବୁ ତହିଁ।।
ଅଠଚାଳିଶ ଘଣ୍ଟା ମଧ୍ୟରେ ଭାରତରୁ ଚାଲିଯାଅ
ତୁମେ ତୁମର ଅସଲ ମୁଖା ସେଠାରେ ଦେଖାଇ ଥାଅ।।
ସହର ଠାରୁ ମଫସଲ ଯାଏ
ସବୁଠି ଉତେଜନା
ଆମେ ଦେଶରେ ଆମେ ଗର୍ବିତ ଉଡ଼ାଇ ତ୍ରିରଙ୍ଗା ବାନା।।
ସିନ୍ଧୁ ଜଳରେ ଚଳୁଛ ତୁମେ
ଧର୍ମ ଭାବନା ନାହିଁ
ବାଛି ବାଛି ହିନ୍ଦୁ ଭାଇଙ୍କୁ
ମାରିଛ କାହିଁପାଇଁ।
ଆମ ଦେଶର ପ୍ରଧାନ ମନ୍ତ୍ରୀ
ହୋଇଣ ମ୍ରିୟମାଣ
ଦେଖିଲି ଦେବେ ତୁମ ଉପରେ
ଆମର ପରାକ୍ରମ।।
ସୈନିକ ଭାଇ ଖୋଜନ୍ତି‌
ଆକ୍ରାନ୍ତୀ ଖଡା ସ୍ଥଳ
ପାଇଲେ ପରା‌‌ ଗୁଳି କରିବେ।ହୋଇବ ନାରଖାର।
ବିଛା ମନ୍ତ୍ର‌ ନଜାଣି ତୁମେ କାଳ‌ ସଙ୍ଗେରେ ଲାଗି
ନିଶ୍ଚୟ ତୁମେ ପାଇବ‌ଫଳ
ଜାଣିବ ଭୁକ୍ତ ଭୋଗୀ।।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *