କୋୖଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହୋଇଛି
କୁଜଙ୍ଗ ବ୍ଲକ ସାଇଲୋ ପଂଚାୟତ ରେ କୋୖଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହୋଇଛି । କୁଜଙ୍ଗ ବିଡ଼ିଓଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ । ସରକାର ପରିବର୍ତ୍ତନ ହେବା ପରେ ପଂଚାୟତ ରେ କୋୖଣସି କାର୍ଯ୍ୟ କରାଯାଉ ନାହିଁ । ସାଇଲୋ ପଂଚାୟତ ର୍ ସରପଞ୍ଚ ସରୋଜ କୁମାର ସେଠୀ ଙ୍କ ସହିତ 21 ଟି ୱାର୍ଡ ମେମ୍ବର , ସମିତି ସଭ୍ୟ ଓ ନାୟବ ସରପଂଚ ଆଜି ଆସି ଏନେଇ ଜିଲ୍ଲା ପ୍ରଶାସନ କୁ ଦାବିପତ୍ର ପ୍ରଦାନ କରିବା ସହିତ ବିଡ଼ିଓଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ସହିତ ସରପଞ୍ଚ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ବାଇଟ 1- ସରୋଜ କୁମାର ସେଠୀ (ସରପଞ୍ଚ)
ବାଇଟ 2- ମନୀଷା ରାଣୀ ମଲ୍ଲ (ସମିତି ସଭ୍ୟ।)
ବାଇଟ 3- ଶଶି କାନ୍ତ ଦାସ (ୱାର୍ଡ ମେମ୍ବର)
ଜଗତସିଂହପୁର ରୁ ରୀତା ସାହୁ
