ଯବାନଙ୍କ ସାହସ ଓ ମନୋବଳ ବଢାଇବା ପାଇଁଦୀପଦାନ ଓ ପୂଜାର୍ଚ୍ଚନା

ଭାରତୀୟ ଯବାନ ଙ୍କ ଅପରେସନ ସିନ୍ଦୂର ର ସଫଳତା ପରେ ସେମାନଙ୍କୁ ଉତ୍ସାହିତ କରିବା ସହ ମନବଳ ଟାଣ କରିବାକୁ ପୂଜାର୍ଚ୍ଚନା କରିଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର, ବିଜେପି ଦଳ ବିଭିର୍ଣ୍ଣ ସଙ୍ଗଠନ ସହିତ ବିଭିନ୍ନ କ୍ଲବ। କାମାକ୍ଷା ନଗର ଠାରେ ଥିବା ହନୁମାନ ମନ୍ଦିର ରେବିଭିର୍ଣ୍ଣ ସଂଘଠନ ଓ କ୍ଲବ ତରଫରୁ ପୂଜାର୍ଚ୍ଚନା କରିବା ସହଦୀପ ଦାନ ଶୋଭାଯାତ୍ରା କରିଥିଲେ । ପୋଡ଼ଶୀ ପାକିସ୍ତାନ କୁ ରକେଟ ମାଡ଼ କରି ୯ ଟି ଆତଙ୍କବାଦୀ ଆଡ୍ଡା କୁ ସମ୍ପୂର୍ଣ୍ଣ ନଷ୍ଟ କରିଥିବାରୁବିଭିନ୍ନ ସଂଗଠନ ଓକ୍ଲବ ପକ୍ଷ ରୁ ଧନ୍ୟବାଦ୍ ଦେଇ ଯବାନ ମାନଙ୍କୁ ଉତ୍ସାହ କରିବା ଏବଂ ମନବଳ ଟାଣ କରିବା ସହ ସେମାନଙ୍କ ଦୀର୍ଘାୟୁ କାମନା ଏହି କାର୍ଯ୍ୟକ୍ରମ କାମାକ୍ଷା ନଗର ଆନୁକୂଲ୍ୟରେ କାମାକ୍ଷା ନଗର ସମସ୍ତ ସ୍ଵଛା ସେବୀ ଅନୁଷ୍ଠାନ ପାଳନ କରିଥିଲେ । ଏଥି ସହ ଯବାନଙ୍କ ସଫଳତା ର ଖୁସି ରେ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି।

Leave a Reply

Your email address will not be published. Required fields are marked *