ସାଂସଦ ପ୍ରତିନିଧି ଭାବେ ମଙ୍ଗରାଜ ମନୋନୀତ

କୋଣାର୍କ – କୋଣାର୍କ ଏନଏସି ନିମନ୍ତେ ଜଗସିଂହପୁର ସାଂସଦ ପ୍ରତିନିଧି ଭାବେ ମଙ୍ଗରାଜ ମୁଦୁଲି ମନୋନୀତ ହୋଇଛନ୍ତି। ଦୀର୍ଘ ୧୬ବର୍ଷ ଧରି ଭାରତୀୟ ଜନତା ପାର୍ଟି କୋଣାର୍କ ମଣ୍ଡଳ ଯୁବମୋର୍ଚ୍ଚାରେ କାର୍ଯ୍ୟ କରୁଥିବା ମଙ୍ଗରାଜ ମୁଦୁଲିଙ୍କ କାର୍ଯ୍ୟ ଦକ୍ଷତା ପାଈଁ ଜଗସିଂହପୁର ବିଜେପି ସାଂସଦ ବିଭୁ ପ୍ରସାଦ ତରାଇ ତାଙ୍କୁ କୋଣାର୍କ ଏନଏସି ପାଇଁ ତାଙ୍କର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି। ଏନେଇ କୋଣାର୍କ ମଣ୍ଡଳ ପକ୍ଷରୁ ତାଙ୍କୁ ଅଭିନଦନ ଜଣା ଯାଇଛି।

Leave a Reply

Your email address will not be published. Required fields are marked *