ଜଳିଗଲା ବିଶ୍ବଜିତ ସୁତାରଙ୍କ ଘର

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନ ବୋଡ଼କ ପଂଚାୟତ ନୋନ୍ଦର ଗ୍ରାମରେ ରାତି ପାୟ ୨ଟା ବେଳେ ବିଶ୍ବଜିତ ସୁତାରଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ପରିବାର ଲୋକେ କହିବା ଅନୁଯାଇ ବିଷୋଜିତ ସୁତାରଙ୍କ ସାନଭାଇ ବାପୁଜୀ ରାତି ୧୦ଟାରେ ଖାଇ ଶୋଇବାକୁ ଗଲା। ଠିକ ରାତି ୨ ଟାରେ ଫୋନ ଆସିଲା ଭାଇ ମୋତେ ବଞ୍ଚାଓ !ଭାଇ ଆସି ଖୋଲିଲା ବେଳକୁ କବାଟ ବାହାରୁ GI ତାରରେ ଗୋଡ଼ା ହୋଇଥିଲା । ତାର ଖୋଲି ଦେଖିଲା ବେଳକୁ ଝରକା ଭାଙ୍ଗି ବାପୁଜୀ ବାହାରେ ଅଚେତ ହୋଇ ପଡିଥିଲା ।ଲୋକେ କହିବା ଅନୁଯାଇ ଏହା ଏକ ରାଜନୈତିକ ଶତ୍ରୁତା ବୋଲି କହିଛନ୍ତି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *