ଫୁଲବାଣୀ ବ୍ଲକ ବିଧାୟକ ପ୍ରତିବିଧି ହେଲେ ଲଳିତ ଦିଗ।ଲ
ଫୁଲବାଣୀ ବ୍ଲକ ବିଧାୟକ ପ୍ରତିବିଧି ହେଲେ ଲଳିତ ଦିଗ।ଲ ।
କନ୍ଧମାଳ ତା ୧୧/୦୭/୨୦୨୫ ଫୁଲବାଣୀ ବ୍ଲକ ଅଧିନସ୍ଥ କେରେଡି ଗ୍ରାମ ପଞ୍ଚାୟତ କ।ମ୍ବ।ଗୁଡ଼। ଗ୍ରାମର ଶ୍ରୀ ଲଳିତ ଦିଗ।ଲ ଙ୍କୁ ଫୁଲବାଣୀ ବିଧାୟକ ପ୍ରତିନିଧି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଉମା ଚରଣ ମଲିକ ତା ୦୪/୦୭/୨୦୨୫ ରିଖରେ ଏକ ବିଧାୟକ ଚିଠି ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଶ୍ରୀ ଲଳିତ ଦିଗ।ଲ ଙ୍କ ନାମ ସୁପାରିଶ କରିଛନ୍ତି । ଏହି ଖବର ଫୁଲବାଣୀ ବ୍ଲକ ର ୧୧ ଗୋଟି ପଞ୍ଚାୟତରେ ଜାଣିବା ମାତ୍ରେ ବ୍ଲକ ଓ ପ୍ରତି ପଞ୍ଚାୟତରେ ବି, ଜେ, ପି କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।କାରଣ ଶ୍ରୀ ଲଳିତ ଦିଗ।ଲ ଜଣେ ଯୁବ, ଦକ୍ଷ, ସମାଜ ସେବୀ, ପରଉପକ।ରି ଦୟାଳୁ , ସଂଗଠକ, ସମସ୍ତ ୧୧ ଗୋଟି ପଞ୍ଚାୟତରେ ଶୁଣିବାକୁ ମିଲୁଛିକି? ଲଳିତ ଜଣେ ତୃଣମୂଳ କ୍ଷେତ୍ରରୁ ଲୋକଙ୍କ ସହିତ ଜଡିତ ଥିବା ବ୍ୟକ୍ତି ବିଶେଷ ଅଟନ୍ତି ।ସେ ,୨୦୧୫ ମସିହା ପୂର୍ବରୁ ପୂର୍ବତନ ଭାରତୀୟ ଜନତା ପାର୍ଟି ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ଥର ଦଳୀୟ ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇ ଥିବା ଶ୍ରୀ ଦେବା ନାରାୟଣ ପ୍ରଧା ନ ଙ୍କ ସହଯୋଗୀ ଥିଲେଫୁଲବାଣୀ ବ୍ଲକ ବିଧା ୟକ ପ୍ରତି ହେଲେ ଲଳିତ ଦିଗ।ଲ ।
କନ୍ଧମାଳ ଲତା ୧୧/୦୭/୨୦୨୫ ଫୁଲବାଣୀ ବ୍ଲକ ଅଧିନସ୍ଥ କେରେଡି ଗ୍ରାମ ପଞ୍ଚାୟତ କ।ମ୍ବ।ଗୁଡ଼। ଗ୍ରାମର ଶ୍ରୀ ଲଳିତ ଦିଗ।ଲ ଙ୍କୁ ଫୁଲବାଣୀ ବିଧାୟକ ପ୍ରତିନିଧି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଉମା ଚରଣ ମଲିକ ତା ୦୪/୦୭/୨୦୨୫ ରିଖରେ ଏକ ବିଧାୟକ ଚିଠି ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଶ୍ରୀ ଲଳିତ ଦିଗ।ଲ ଙ୍କ ନାମ ସୁପାରିଶ କରିଛନ୍ତି । ଏହି ଖବର ଫୁଲବାଣୀ ବ୍ଲକ ର ୧୧ ଗୋଟି ପଞ୍ଚାୟତରେ ଜାଣିବା ମାତ୍ରେ ବ୍ଲକ ଓ ପ୍ରତି ପଞ୍ଚାୟତରେ ବି, ଜେ, ପି କର୍ମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।କାରଣ ଶ୍ରୀ ଲଳିତ ଦିଗ।ଲ ଜଣେ ଯୁବ, ଦକ୍ଷ, ସମାଜ ସେବୀ, ପରଉପକ।ରି ଦୟାଳୁ , ସଂଗଠକ, ସମୟ ୧୧ ଗୋଟି ପଞ୍ଚାୟତରେ ଶୁଣିବାକୁ ମିଲୁଛିକି ଲଳିତ ଜଣେ ତୃଣମୂଳ କ୍ଷେତ୍ରରୁ ଲୋକଙ୍କ ସହିତ ଜଡିତ ଥିବା ବ୍ୟକ୍ତି ବିଶେଷ ଅଟନ୍ତି ।ସେ ,୨୦୧୫ ମସିହା ପୂର୍ବରୁ ପୂର୍ବତନ ଭାରତୀୟ ଜନତା ପାର୍ଟି ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ଥର ଦଳୀୟ ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ ସୁଧା ଦେ ଦଳ ପାଇଁ ମୂଳଦୁଆ ଗଠନ କରିଥିବା କଥା ବ୍ଲକ ବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି। ସେହି ଠାରୁ ଶ୍ରୀ ଲଳିତ ଦିଗ।ଲ ପ୍ରଥମେ ୨୦୧୫ ମସିହାରେ ପଞ୍ଚାୟତି ପ୍ରମୁଖ, ବା ଭାରତୀୟ ଜନତା ପାର୍ଟି ର ପଞ୍ଚାୟତ ସାଧାରଣ ସମ୍ପାଦକ ରୂପେ କାମକରି ଲୋକଙ୍କ ଦୁଃଖ ଦୁକରେ ଠିଆ ହେଉଥିଲେ ।ଗତ ନିର୍ବାଚନରେ ଦଳୀୟ ପ।ର୍ଥୀ ଶ୍ରୀ ଉମା ଚରଣ ମାଲିକଙ୍କ ପାଇଁ ବହୁତ ପରିଶ୍ରମ କରି ଶ୍ରୀ ମାଲିକ ଙ୍କୁ ନିଜ ବ୍ଲକରେ ଅଧିକ। ଭୋଟ କରି ତାଙ୍କୁ ନିର୍ବାଚନ ବୈତରଣୀ ପ।ରକରି ଥିବା କଥା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ।ଶ୍ରୀ ଦିଗ।ଲ ଫୁଲବାଣୀ ବ୍ଲକ ପ୍ରତିନିଧି ମୋନାନିତ ହେଲା ପରେ ଲୋକଙ୍କ ମନରେ ଉତ୍ସାହ ଖେଳି ଯାଇଥିଲା କାରଣ ବ୍ଲକ ରେ କିଛି ଉନ୍ନତ ମୂଳକ କାମ ହେବା ନେଇ ଲୋକ ମାନେ ଆଶା ବାନ୍ଧିଛନ୍ତି ।ଦେଖିବାକୁ ବାକି ରହିଲା ଶ୍ରୀ ଲଳିତ ଦିଗ।ଲ ଫୁଲବାଣୀ ବ୍ଲକ ବିଧାୟକ ପ୍ରତିନିଧି ହେଲା ପରେ ଲୋକଙ୍କୁ କିପ୍ରକ।ର ସେବା ଦେଉଛନ୍ତି ।ସେହି ଠାରୁ ଶ୍ରୀ ଲଳିତ ଦିଗ।ଲ ପ୍ରଥମେ ୨୦୧୫ ମସିହାରେ ପଞ୍ଚାୟତ ପ୍ରମୁଖ, ବା ଭାରତୀୟ ଜନତା ପାର୍ଟି ର ପଞ୍ଚାୟତ ସାଧାରଣ ସମ୍ପାଦକ ରୂପେ କାମକରି ଲୋକଙ୍କ ଦୁଃଖ ସୁଖରେ ଠିଆ ହେଉଥିଲେ ।ଗତ ନିର୍ବାଚନରେ ଦଳୀୟ ପ।ର୍ଥୀ ଶ୍ରୀ ଉମା ଚରଣ ମଲିକଙ୍କ ପାଇଁ ବହୁତ ପରିଶ୍ରମ କରି ଶ୍ରୀ ମଲିକ ଙ୍କୁ ନିଜ ବ୍ଲକରେ ଅଧିକ। ଭୋଟ କରି ତାଙ୍କୁ ନିର୍ବାଚନ ବୈତରଣୀ ପ।ରକରି ଥିବା କଥା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ।ଶ୍ରୀ ଦିଗ।ଲ ଫୁଲବାଣୀ ବ୍ଲକ ପ୍ରତିନିଧି ମୋନାନିତ ହେଲା ପରେ ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା, କାରଣ ବ୍ଲକ ରେ କିଛି ଉନ୍ନତ ମୂଳକ କାମ ହେବା ନେଇ ଲୋକ ମାନେ ଆଶା ବାନ୍ଧିଛନ୍ତି । ଦେଖିବାକୁ ବାକି ରହିଲା ଶ୍ରୀ ଲଳିତ ଦିଗ।ଲ ଫୁଲବାଣୀ ବ୍ଲକ ବିଧାୟକ ପ୍ରତିନିଧି ହେଲା ପରେ ଲୋକଙ୍କୁ କିପ୍ରକ।ର ସେବା ଦେଉଛନ୍ତି ।
