ଟାଇକୱାଣ୍ଡ ଚାମ୍ପିୟନସିପ 2025
ମେଘାଳୟ ର ରାଜଧାନୀ ଶିଲଙ୍ଗ ରେ ସି ବି ଏ ସି ର ଜୋନାଲ ଟାଇକୱାଣ୍ଡ ଚାମ୍ପିୟନସିପ 2025 ପାଇଁ ଚନ୍ଦ୍ର ଶେଖର ଏକାଡେମୀ ର ଛାତ୍ର ପ୍ରିୟାଂଶୁ ସ୍ୱାଇଁ. ମନୋନୀତ ହୋଇଛନ୍ତି ସେ 17 ବର୍ଷ ରୁ କମ ଓ 59kg ବାଳକ ବିଭାଗ ରୁ ପ୍ରତିଯୋଗିତା କରିବେ.ଏ ପ୍ରତିଯୋଗିତା ଚଳିତ ମାସ ଜୁଲାଇ 23ରୁ 26 ପ୍ରଯ୍ୟନ୍ତ ଅନୁଷ୍ଠିତ ହବ ପୂର୍ବ ବର୍ଷ ବି ୱେଷ୍ଟବେଙ୍ଗଲ ରେ ଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେ ଏ ପ୍ରତିଯୋଗିତା ରେ ରଜତ ପଦକ ହାସଲ କରି ଥିଲେ ଏ ବର୍ଷ ବି ସେ ପଦକ ହାସଲ ପାଇଁ ପୁରା ହକଦାର ଅଛନ୍ତି ତାଙ୍କ ସହିତ କୋଚ ମନ୍ମଥ ବାରିକ ଯାତ୍ରା କରିଛନ୍ତି ଏକାଡେମୀ କୋଚ ବିଶ୍ୱନାଥ ନାୟକ ଓ ଓଡିଶା ଟାଇକୱାଣ୍ଡ ସଙ୍ଗ ର ମୁଖ୍ୟ ମନମୋହନ ଭଞ୍ଜ ଶୁଭେଚ୍ଛା ଜଣାଇଛନ୍ତି
