ଭଦ୍ରକ ମୁନିସିପାଲଟି ୱାର୍ଡ ନମ୍ବର ୧୭ ଠାରେ ଗୈସିୟା ନଗର ଚନ୍ଦନ ବଜାର ଠାରେ ଏକ ଅସାଧୁ ବ୍ୟବସାୟୀ ର ସ-ମିଲ ର ସମସ୍ତ ଯାବତୀୟ ଯନ୍ତ୍ର ପାତି ସାମଗ୍ରୀ ସହିତ କାଠ ଜବତ୍ କରାଯାଇଛି। ପୋଲିସ କାହାକୁ ଗିରଫ କରିନଥିବା ବେଳେ ଡିଏଫ ଓ କହିଛନ୍ତି। ଜବତ ହୋଇଥିବା କାଠ ଯନ୍ତ୍ର ଉପକରଣ ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ।

Leave a Reply

Your email address will not be published. Required fields are marked *