ପେନଗୋବେରି ପ୍ରଧାନ ଶିକ୍ଷଯାତ୍ରୀ ଙ୍କ ବଦଳି କୁ ବିରୋଧ ।

କନ୍ଧମାଳ ତା ୦୭/୦୮/୨୦୨୫ ଟିକାବାଲି ବୁର୍ବିନ।ଯୁ ଗ୍ରାମ ପଞ୍ଚାୟତର ୧୦୦ ଅଧିକ ଗ୍ରାମ ବସୀ ଆଜି ସ୍ଥାନୀୟ କନ୍ଧମାଳ ଜିଲ୍ଲାପାଳଙ୍କୁ ସରପଞ୍ଚ ସଲିମା ପ୍ରଧାନ ଓ ସମିତି ସଭ୍ୟ ଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଅତି ଅତି ପ୍ରିୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପେନ।ଗୋବେରୀ ପ୍ରଧାନ ଶିକ୍ଷୟତ୍ରୀ ବଦଳି କୁ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ପାଳଙ୍କ ଜରିଆରେ ରାଜ୍ୟର ଆଦିବାସୀ ହରିଜନ ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ ବିଭ।ଗ ମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଦାଖଲ କରିଛନ୍ତି ।କାରଣ ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷଯାତ୍ରୀ ବିଦ୍ୟାଳୟରେ ଯୋଗଦେବା ଦିନଠାରୁ ଶୈକ୍ଷିକ ପରିବେଶ,ଛ।ତ୍ରି ନିବାସ ରେ ଛାତ୍ରୀ ମାନଙ୍କର ଖାଦ୍ୟପେୟ ବ୍ୟବସ୍ଥା ଓ ତ।ଙ୍କ ସହ କର୍ମୀ ମାନକ ସହ ମଧୁର ସମ୍ପର୍କ ଓ ତାଙ୍କରି ବଳିଷ୍ଠ ନେତୃତ୍ବ ରେ ବିଦ୍ୟାଳୟର ବିଦ୍ୟାଳୟର ଅନେକ ପରିବର୍ତନ ଆଣିଛନ୍ତି । ଏହି ବିଦ୍ୟା ଳୟରୁ ଚଳିତ ବର୍ଷ ଦଶମ ଶ୍ରେଣୀ ବ୍ଲକ ଟପର ବାହାରିଛନ୍ତି ।ସେ ଜଣେ କର୍ତ୍ତବ୍ୟ ନିଷ୍ଠା, ଓ ନିଷ୍ଠାପର ପ୍ରଧାନ ଶିକ୍ଷଯାତ୍ରୀ ଅଟନ୍ତି । ଅନ୍ୟ ପକ୍ଷେ ୟ।ଙ୍କ ବଦଳି ପରିବର୍ତ୍ତେ ଯେଉଁ ପ୍ରଧାନ ଶିକ୍ଷକ ଏହି ବିଦ୍ୟାଳୟ କୁ ଆସୁଛନ୍ତି ଶ୍ରୀ ସଂଜୀବ କୁମାର ନାୟକ ସେ ପୂର୍ବରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଲିଙ୍ଗା ଗଡ ରେ କାର୍ଯ୍ୟରତ ସମୟରେ ମହିଳା ଅସଦ।ଚରଣ ଅଭିଯୋଗ ହେଇଥିଲା । ଓ ତାଙ୍କୁ ଗଜପତି ଜିଲ୍ଲାକୁ ବଦଳି ହୋଇଥିଲା । ପୂର୍ବରୁ ସେ ଆମ ପେନା ଗୋବରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ବେଳେ ଛାତ୍ରୀ ଅସଦ।ଚରଣ ହୋଇଥିଲା ।ଯାହା ଆମ୍ଭେ ପଞ୍ଚାୟତ ବ।ସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି । ବର୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷଯାତ୍ରୀ ଙ୍କ ବଦଳି ଆଦେଶକୁ ରଦ୍ଦ କରି ପୁନର୍ବାର ତାଙ୍କୁ ଏହି ବିଦ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଉ ନଚେତ୍ ଜଣେ ମହିଳା ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି କରିବା ପାଇଁ ପଞ୍ଚାୟତ ବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ନଜରକୁ ଆସିଛି ।

Leave a Reply

Your email address will not be published. Required fields are marked *