ସ୍ବାମୀ ଚିଦାନନ୍ଦ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଦର ଥାନାରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ଫୁଲବାଣୀ:ସ୍ବାମୀ ଚିଦାନନ୍ଦ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଦର ଥାନାରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଗଞୁଗୁଡା ପଞ୍ଚାୟତ ଠାରେ ଅବସ୍ଥିତ ଆବାସିକ ବିଦ୍ୟାଳୟର ପ୍ରିନ୍ସପାଳ ଶ୍ରୀ ଯୁକ୍ତ କିଶୋର ପ୍ରଧାନ ତାଙ୍କ ଧର୍ମପତ୍ନୀ କଲ୍ୟାଣୀ ପ୍ରଧାନଙ୍କ ତ୍ବାତାବଧାନରେ ଫୁଲବାଣୀ ସଦର ଥାନାର ସମସ୍ତ କର୍ମଚାରୀମାନଙ୍କୁ ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସ୍ବାମୀ ଚିଦାନନ୍ଦ ଆବାସିକ ବିଦ୍ୟାଳୟର ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ପ୍ରଦ୍ବିପ ପ୍ରଜ୍ବଳନ କରି ରାକ୍ଷୀ ବାନ୍ଧିବା ସହିତ ମିଠା ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଦର ଥାନାର ସମସ୍ତ ଅଫିସର କନେଷ୍ଟବଳ ହୋମଗାର୍ଡ,ଓ, ଏସ୍ ,ଏ ପି,ଜବାନ ଉପସ୍ଥିତ ରହି ଆଜିର ରାକ୍ଷୀପୂର୍ଣ୍ଣିମା ଉତ୍ସବ ଟିକୁ ଆନନ୍ଦ ଉଲ୍ଲାସର ସହିତ ଶୃଙ୍ଖଳାଗତ ଭାବେ ପାଳିତ କରିଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *