ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ରାଲିରେ ସାମିଲ ହେଲେ ବିଭିନ୍ନ ବର୍ଗର ଲୋକ।

Date :- -11/8/2025Anchor – ଭଦ୍ରକ ଜିଲ୍ଲା ବିଜେପି ବିଧାୟକ କାର୍ଯ୍ୟାଳୟ ଠାରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ବିଭିନ୍ନ ବର୍ଗର ଲୋକ। ବିଧାୟକ ଶିତାଶୁ ଶେଖର ମହାପାତ୍ର ନେତୃତ୍ୱରେ ଭଦ୍ରକ ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ସମଗ୍ର ଭଦ୍ରକ ସହର ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରରେ ବିଜେପି ଯୁବ ମୋର୍ଚ୍ଚା,, ବିଜେପି ମହିଳା ମୋର୍ଚ୍ଚା ସମେତ ବିଭିନ୍ନ ସଙ୍ଗଠନ ସାମିଲ ହୋଇଥିଲେ ।

ତେବେ ଦେଶ ପାଳୁଛି ଆଜାଦୀ କା ଅମୃତ ସାଲ। ୭୯ ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଅଂଚଳରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ମହା ଆଡମ୍ବରରେ ପାଳନ କରାଯାଉଛି। ତେବେ ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନଙ୍କୁ ସ୍ୱାଗତ କରିଛନ୍ତି ଭଦ୍ରକ ବିଜେପିଦଳ ଓ ନଗର ଅଞ୍ଚଳବାସି।ବିଧାୟକ ଓ ନଗର ବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *