ପୋଖରୀରେ ପଡି ତିନି ବର୍ଷ ର ବାଳିକା ମୃତ

Breaking news
*ପୋଖରୀରେ ପଡି ତିନି ବର୍ଷ ର ବାଳିକା ମୃତ
*ଭଦ୍ରକ ଜିଲ୍ଲା ବାସୁଦେବପୁର ମୁନସିପାଲିଟି ପନ୍ଦର ନମ୍ବର ୱାର୍ଡ଼ ସାଵରପୁର ରେ ଘଟିଛି ଏହି ଅଘଟଣ
*ଖବର ପାଇ ଅଗ୍ନିଶମ ବିଭାଗ ପୋଖରୀ ରୁ ଶିଶୁ କନ୍ୟା କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
*ଶିଶୁ ର ଅକାଳ ବିୟୋଗରେ ଶୋକରେ ଅଵିଭୂତ ପରିବାର ଓ ଗ୍ରାମ ବାସୀ

Leave a Reply

Your email address will not be published. Required fields are marked *