ଜମିବାଡି କୁ ନେଇ ମାରପିଟ୍ ତୁମୁଳକାଣ୍ଡ ୪ ଆହାତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳ ରେ ଭର୍ତ୍ତି
Date:- 20/08/2025Place:- bhadrak ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଧିଆ ର ଜେନା ସାହି ର ଶ୍ରୀମତି ମନ୍ଦାକିନୀ ଯେନା ବାରମ୍ବାର ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି ପୋଲିସ ପ୍ରଶାସନ ବୋଲି ଅଭିଯୋଗ କରିଥିଲେ, ଗତ କିଛି ଦିନ ପୂର୍ବରୁ ଜମିବାଡ଼ି ବାବଦରେ ଜଣ ଙ୍କୁ ଗୋଡ଼ ହାତ ପିଟି ଭାଙ୍ଗି ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ଲୋକ ଅକାମି ହୋଇ ଘରେ ପଡିଛି। ପୂର୍ବ ଘଟଣାକୁ ନେଇ ଆକ୍ରୋତିତ ଭାବେ ଗୃରୁତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସିତ ହେଉଛନ୍ତି। ବାରମ୍ବାର ଅଭିଯୋଗ ନେଇ ଥାନା ର ପହଞ୍ଚି ଥିଲେ ମଧ୍ଯ କୈାଣସି ପଦକ୍ଷେପ ନେଉନାହାନ୍ତି ପୋଲିସ ପ୍ରଶାସନ ଅଭିଯୋଗ କରିଥିଲେ ଗ୍ରାମ ବାସୀ, ଅଶାନ୍ତ ହେଉଛି ରାନ୍ଧିଆ ର ଜେନା ସାହି,ଯଦି ପୋଲିସ ପ୍ରଶାସନ ଅଭିଯୁକ୍ତ ଙ୍କୁ ଗିରଫ ନ କଲେ ଆଗାମୀ ଦିନ ରେ ଏସପି ଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।
