ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ

ଆଜି ଅର୍ଥାତ୍ ତା ୨୦/୦୮/୨୦୨୫ ରିଖ ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ୭ ଗୋଟି ପଂଚାୟତ ତଥା ଏକଲ ପୁର, ରାଇବନ୍ଧ, ଅମୃତୁଲୁ, ବୋରସୀଙ୍ଗି, ବୋରଦା , ସରାବାଡି , ପଂଚାୟତ ରେ ନାଏବ ସରପଞ୍ଚ ନିର୍ବାଚନ ହେଇଥିବା ବେଳେ ବଡ ଗୋଚ୍ଛା ରେ କୋରମ୍ ଅଭାବରୁ ନିର୍ବାଚନ ହୋଇ ନଥିଲା l ଓ ପାଞ୍ଚଟି ପଂଚାୟତ ରେ ବିଜେଡି ଓ ବିଜେପି ସମର୍ଥିତ ଅପ୍ରତିଦ୍ଵନ୍ଦି ଭାବେ ନିର୍ବାଚିତ ହୋଇଥିବା ବେଳେ ବୋରସିଙ୍ଗି ପଞ୍ଚାୟତ ରେ ପ୍ରତିଦ୍ବନ୍ଦିତା ହୋଇଥିଲା ଓ ଏଥିରେ ଭାରତୀୟ ଜନତା ଦଳର ସମର୍ଥିତ ପ୍ରାର୍ଥୀ ଶ୍ରୀ କଙ୍ଗ୍ରେସ ଗଉଡ ଜିତିଥିଲେ l ସରାବାଡି ରୁ ବିଜେଡି ର ସୁଜ୍ଞାନି କୁମାରୀ ସ୍ବାଇଁ , ଏକଲପୂର୍ ବିଜେଡି ତରଫରୁ ଜୟରାମ ବେହେରା ,ରାଇବନ୍ଧ ବିଜେପି ତରଫରୁ ଦିଲ୍ଲୀପ ପ୍ରଧାନ , ବୋରାଦା ରୁ ବିଜେଡି ତରଫରୁ ଶ୍ରୀମତୀ ପାର୍ବତୀ ଗୌଡ , ଅମୃତୁଳୁ ରୁ ବିଜେପି ତରଫରୁ କମେଶ୍ୱର୍ ଗୌଡ , ବୋରସିଙ୍ଗି ରୁ ବିଜେପି ତରଫରୁ କଂଗ୍ରେସ ଗୌଡ , ବିଜୟ ଲାଭ କରିଥିବା ବେଳେ ବଡଗୋଛ ପଂଚାୟତ ରେ କୋରମ ଅଭାବରୁ ସ୍ତଗିତ କରାଗଲା l ରାଇବନ୍ଧ ପଞ୍ଚାୟତ ର ବିଜୟୀ ପ୍ରାର୍ଥୀ ଜିତିବା ସମୟରେ ବହୁତ ଆନନ୍ଦ ଅନୁଭବ କରି କିଛି ମତ ରଖିଥିଲେ ଓ ଏହାର ସଠିକ ଫଳାଫଳ ଜାଣିବା ପାଇଁ ସୋରଡ଼ା ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ତନ୍ମୟ ପାତ୍ର ଙ୍କ ଠାରୁ ସୁଚନା ହସ୍ତଗତ ହୋଇଥିଲା।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *