ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ତୃତୀୟ କିସ୍ତି ସି ଏମ କିଷାନ ସହାୟତା ରାଶି ପ୍ରଦାନ

Date-27/08/25*ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ତୃତୀୟ କିସ୍ତି ସି ଏମ କିଷାନ ସହାୟତା ରାଶି ପ୍ରଦାନ*ଯୋଗଦେଲେ ମନ୍ତ୍ରୀ ଓ ସାଂସଦଆଙ୍କର- ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ତୃତୀୟ କିସ୍ତି ସି ଏମ କିଷାନ ସହାୟତା ରାଶି ପ୍ରଦାନ କରଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଥିବା ବେଳେ ଜଗତସିଂହପୁର ଠାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ସାଂସଦ ବିଭୁ ପ୍ରସାଦ ତରାଇ ଓ ବିଧାୟକ ଅମରେନ୍ଦ୍ର ଦାସଙ୍କ ଉପସ୍ଥିତ ରେ ଜିଲ୍ଲାର ମୋଟ ଏକ ଲକ୍ଷ 64 ହଜାର 48 ଜଣଙ୍କୁ ଏହି ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ତେବେ ଏହି ରାଶି ନୂଆଖାଇ ଉପଲକ୍ଷେ ପ୍ରଦାନ କରାଯାଇଥିବା ବେଳେ ଏହା ଦ୍ୱାର ଚାଷୀ ମାନଙ୍କର ଉପକାର ରେ ଲାଗି ପାରିବା ସହିତ ଚାଷୀ ମନଙ୍କ ମେରୁଦଣ୍ଡ ସୁଦୃଢ ହେବ ବୋଲି ମନ୍ତ୍ରୀ ଓ ସାଂସଦ କହିଛନ୍ତି l

Leave a Reply

Your email address will not be published. Required fields are marked *