ଅତ୍ର,ତତ୍ର,ସର୍ବତ୍ର ବିଦ୍ୟମାନ ଗଜାନନ।

ରାଇକିଆ, ତା 27/8/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ, ଇନ୍ସ୍ତିଚୁଟ ଗୁଡ଼ିକ ସହିତ ରାଇକିଆ ବଜାର ର ବିଭିନ୍ନ ଅଞ୍ଚଳ ର ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଜାନନ।ରାଇକିଆ ଚୁନପଲି ଛକ ଠାରୁ ଆରମ୍ଭ କରି ବେରେଡ଼ାକିଆ ଛକ ପର୍ଯ୍ୟନ୍ତ ବିଭିନ୍ନ ସଙ୍ଗଠନ ଦ୍ଵାରା ନିର୍ମିତ ପୂଜା ମଣ୍ଡପ ଗୁଡ଼ିକ ସୁସଜ୍ଜିତ ରେ ତିଆରି ହୋଇଥିବା ବେଳେ ଗଜାନନ ଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ଲୋକ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଅଛି।

Leave a Reply

Your email address will not be published. Required fields are marked *