୮ ଫୁଟ୍ ର ଅଜଗର ଉଦ୍ଧାର ଆଠମଲ୍ଲିକ
ତା ୨୯/୦୮/୨୫ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୃତିବସପୁର ପଞ୍ଚାୟତ ଜରପଡା ଗ୍ରାମ ର ଅଜୟ କୁମାର ଦେହୁରୀ ଙ୍କ ଘରୁ ୮ ଫୁଟ୍ ଲମ୍ବର ଏକ ଅଜଗର କୁକୁଡ଼ା କୁଠୀ ରେ କୁକୁଡ଼ା ଖାଇବା ପାଇଁ ଆସିଥିବା ବେଳେ ଅଜୟ ଏହାକୁ ଦେଖି ସ୍ନକେ ହେଲ୍ପ ଲାଇନ ସଦସ୍ୟ ବିଛନ୍ଦ ଲହରା ତାଙ୍କ ସହଯୋଗୀ ବିଭୂତି ସାହୁ ଠାକୁରଗଡ଼ ଙ୍କୁ ଯୋଗାଯୋଗ କରି ୮ ଫୁଟ୍ ର ସାପ କୁ ଉଦ୍ଧାର କରି ହାତୀଧରା ସରକ୍ଷିତ ଜଙ୍ଗଲ ରେ ଛାଡ଼ି ଦେଇଛନ୍ତି।
