ସେପ୍ଟେମ୍ବର ମାସର ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ

ସେପ୍ଟେମ୍ବର ମାସର ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ
ପୁରୀ ୩୦/୮ ପୁରୀ ଜିଲ୍ଲାରେ ସେପ୍ଟେମ୍ବର ମାସର ଯୁଗ୍ମ ଅଭିଯୋଗ ଶୁଣାଣୀ ତାରିଖ ଓ ସ୍ଥାନ ସ୍ଥିରୀକୃତ ହୋଇଛି।ସେପ୍ଟେମ୍ବର ମାସ ୧ ତାରିଖରେ ସଦର ମହକୁମା ସଦଭାବନା ସଭାଗୃହ ଠାରେ, ସେପ୍ଟେମ୍ବର ୮ ତାରିଖରେ ପିପିଲି ବ୍ଲକ ପରିସରରେ, ସେପ୍ଟେମ୍ବର ୧୫ ତାରିଖ ରେ ଡେଲାଙ୍ଗ ବ୍ଲକ ପରିସରରେ ଓ ସେପ୍ଟେମ୍ବର ୨୨ ତାରିଖରେ ଗୋପ ବ୍ଲକ ପରିସରରେ ପୂର୍ବାହ୍ନ ୧୦ ଘଟିକା ରୁ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *