ପ୍ରତିଭା ଅନ୍ୱେଷଣ ଓ ପ୍ରୋତ୍ସାହନ

ପ୍ରତିଭା ଅନ୍ୱେଷଣ ଓ ପ୍ରୋତ୍ସାହନ ପ୍ରଦାନ ପଥରେ ଅଗ୍ରଣୀ ସାଜିଲେ ମାଲକାନାଗିରି ଜିଲ୍ଲାପାଳ———————————————-

ଏକ ଆଦିମ ଜନଜାତିରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ବିଭିନ୍ନ ପ୍ରତିକୁଲତା ମଧ୍ୟରେ ସଫଳତାର ଯେଉଁ ସ୍ତରରେ ପଦାର୍ପଣ କରିବା ପାଇଁ ସମର୍ଥ ହେଇ ପରିଛନ୍ତି ଏବଂ ଆଗକୁ ଏକ ବିଶେଷଜ୍ଞ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖି ଥିବାରୁ ଜିଲ୍ଲ।ପାଳ ଏହାକୁ ଏକ ଗୌରବ ବୋଲି ସ୍ବୀକୃତି ପ୍ରଦାନ କରିବା

ସହଚମ୍ପାଙ୍କୁ ଉତ୍ତରୀୟ ସହ ପୋଷାକ ଏବଂ ଉଚ୍ଚତର ଅଧ୍ୟୟନ ଲାଗି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ରସହାୟତା ରାଶି ଓ ଏକ ଆଣ୍ଡ୍ରଏଡ ଫୋନ ଉପହାର ଦେଇଛନ୍ତି।ଜିଲାପାଳ ଙ୍କ ସହ ଜିଲ୍ଲାର ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଶ୍ରୀ ହଳଧର ଶବର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀନିବାଶ ଆଚରି , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ , କରୁକୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ ସାହୁ ,ଦିଦ।ୟୀ ଉନ୍ନୟନ ପ୍ରକଳ୍ପ ପରିଚାଳକ ଓ ଅନ୍ୟାନ୍ୟ ଜିଲ୍ଳା ଅଧିକାରୀ ମାନଙ୍କ ଗସ୍ତ ଏବଂ ଉକ୍ତଅଞ୍ଚଳର ଅଧିବାସୀ ମାନଙ୍କର ଉନ୍ନତି ସାଧିତ କରିବାଲାଗି କରାଯାଇଥିବା ନିର୍ଦ୍ଦେଶନାମା ସମସ୍ତଙ୍କ ମନରେ ଅପାର ଆନନ୍ଦ ସୃଷ୍ଟିୟକାଟିଥିଲ।।ଜିଲାପାଳ ଙ୍କ ସହ ଜିଲ୍ଲାର ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଶ୍ରୀ ହଳଧର ଶବର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀନିବାଶ ଆଚରି , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ , କରୁକୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ ସାହୁ ,ଦିଦ।ୟୀ ଉନ୍ନୟନ ପ୍ରକଳ୍ପ ପରିଚାଳକ ଓ ଅନ୍ୟାନ୍ୟ ଜିଲ୍ଳା ଅଧିକାରୀ ମାନଙ୍କ ଗସ୍ତ ଏବଂ ଉକ୍ତଅଞ୍ଚଳର ଅଧିବାସୀ ମାନଙ୍କର ଉନ୍ନତି ସାଧିତ କରିବାଲାଗି କରାଯାଇଥିବା ନିର୍ଦ୍ଦେଶନାମା ସମସ୍ତଙ୍କ ମନରେ ଅପାର ଆନନ୍ଦ ସୃଷ୍ଟିୟକାଟିଥିଲ।।

Leave a Reply

Your email address will not be published. Required fields are marked *

You may have missed