ଗ୍ରାହକଙ୍କ ମନକୁ ଛୁଇଁଲା ପରି ସୁନ୍ଦର୍ ଫୁଡ୍ କଟେଜ
ଗ୍ରାହକଙ୍କ ମନକୁ ଛୁଇଁଲା ପରି ସୁନ୍ଦର୍ ଫୁଡ୍ କଟେଜ ନହକା ବାଇପାସ୍ ରେ ଓପନିଂ ହୋଇଛି l ଯାହାକୁ ମୁଖ୍ୟ ଅତିଥି ଭାବରେ ବ୍ୟାସନଗର ପୌର ପରିଷଦ ଅଧକ୍ଷ ସୁବାଷ ଚନ୍ଦ୍ର ବଳ ଫିତା କାଟି ଉଦଘାଟନ କରିଥିଲେ l ଏହାର ଓନର୍ ସୋମ ନାଥ ଦାସ ଓ ସରୋଜ ପ୍ରଧାନ ଏହାକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି ଏବଂ ଗ୍ରାହକ ମାନଙ୍କୁ ଉତ୍ତମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇ ଦେବାପାଇଁ ହୋଟେଲ୍ ମ୍ୟାନେଜ୍ ମେଣ୍ଟ ର କୁକ୍ ମାନଙ୍କୁ ରଖିଛନ୍ତି, ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ରବୀନ୍ଦ୍ର ନାୟକ ଓ ରବୀନ୍ଦ୍ର ପୁହାଣ ମହୋଦୟ ଅଂଶ ଗ୍ରହଣ କରି ଲେଟ୍ସ ଟେକ ଏ ବ୍ରେକ ରେଷ୍ଟୁରାଣ୍ଟ ର ଉତ୍ତରୋତ୍ତର କାମନା କରିଛନ୍ତି l
