ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୫ ତମ ଜନ୍ମ ଜୟନ୍ତୀ ପାଳନ।

Date:- 18/09/2025Place:- bhadrak :- ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ୭୫ ତମ ଜନ୍ମ ଜୟନ୍ତୀ ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଦ୍ରକ କାଳୀ ଙ୍କ ପୀଠ ରେ ଭଦ୍ରକ ବିଜେପି ପରିବାର ପକ୍ଷରୁ ୭୫ ଟି ଦୀପ ପ୍ରଜ୍ବଳନ କରି ମୋଦିଜୀ ଙ୍କ ଶୁଭ ମନାସି ଥିଲେ ଓ ଦୀର୍ଘାୟୁ ଉଭର ଭର ଉନ୍ନତି କାମନା କରିଥିଲେ। ସେମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପଣ୍ଡା, ରାଷ୍ଟ୍ର ପରିଷଦ ର ସଦସ୍ୟ ଅନିଲ ବେହେରା ମଣ୍ଡଳ ଉପସଭାପତି ବିଭୂତି

ଭୂଷଣ ତ୍ରୀପାଠୀ, ଖଣ୍ଡତଡା ପଞ୍ଚାୟତ ର ସଭାପତି ଅଜିତ କୁମାର ପଣ୍ଡା, ବେନ୍ତାଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଗୁରୁ ଗୋବିନ୍ଦ ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି ନାରାୟଣ ସେନାପତି ଔ ପଞ୍ଚାୟତ ସହ ପ୍ରମୁଖ ପ୍ରଦୀପ ଘଡେ଼ଇ,ବୁଥ ସଭାପତି ଦୁର୍ଗା ପ୍ରସାଦ ପତି, ସନ୍ତୋଷ ନାଥ, ପ୍ରଭାସ ରାଉତ, ସୁଶାନ୍ତ ବେହେରା, ନାରୀନେତ୍ରୀ ଜୈତି ବାଳା ନାୟକ,ଓ ନମିତା ନାୟକ,ଗୁଜିଦରଡା ପଞ୍ଚାୟତ ର ସଭାପତି, ରୁଦ୍ର ଜେନା, ସମେତ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *