ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଦୀର୍ଘ 2019 ମସିହା ରୁ ମେଡିକାଲ କୁ ଲାଗି ଖୋଲି ଥିବା ସ୍ଥଳରେ ଏଥିରେ ଡାକ୍ତର ମାନଙ୍କର ମନ ମାନି
ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ଭଣ୍ଡାରିପୋଖରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଲାଗି ଭାରତ ସରକାରଙ୍କର ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଦୀର୍ଘ 2019 ମସିହା ରୁ ମେଡିକାଲ କୁ ଲାଗି ଖୋଲି ଥିବା ସ୍ଥଳରେ ଏଥିରେ ଡାକ୍ତର ମାନଙ୍କର ମନ ମାନି ବିଶେଷ କରି ଡାକ୍ତର ଓ ମେଡ଼ିସିନ ବିତରଣ କେନ୍ଦ୍ର ପ୍ରାଇଭେଟ ମେଡ଼ିସିନ କମ୍ପାନୀ ର MR ଠାରୁ ମୋଟା ଅଙ୍କର ଉତ୍କଚ ନେଇ ପ୍ରାଇଭେଟ ଦୋକାନି ମାନଙ୍କୁ ଔଷଧ ଆଣିବା ପଦାରୁ ଆଣନ୍ତୁ କହି ପଠାଉଛନ୍ତି ଜନ ଔଷଧିକେନ୍ଦ୍ର ର ପ୍ରୋପlଇଟ ଚନ୍ଦ୍ରଶେଖର ରାଉତ ଅନେକ ଥର ମେଡିକାଲ ଇନଚାର୍ଜ କମଳା କାନ୍ତ ସ୍ୱାଇଁ,ମେଡିକାଲ ର ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଓ ଜିଲ୍ଲା CDMO ଦୃଷ୍ଟିଗୋଚର ଅନେକ ଥର କହିଛନ୍ତି ଯେ ଆପଣଙ୍କ ଓଡିଶା ସରକାର ର ନିରାମୟ ମେଡ଼ିସିନ ଯେତେବେଳେ ନଥିବା ଭାରତ ସରକାରଙ୍କ ଜନଔଷଧି କେନ୍ଦ୍ର ରେ 50%ରୁ 90% ଛାଡ଼ ହୋଇ ଆସୁଥିବା ଔଷଧ ଗରିବ ମାନଙ୍କର କଲ୍ୟାଣ ନିମନ୍ତେ ଯୋଜନା କୁ ଲେଖନ୍ତୁ ଏହା ସମ୍ପୂର୍ଣ ବିଫଳ ହୋଇଛି lଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
