ଜିଏସଟି ସଞ୍ଚୟ ଉତ୍ସବ ପାଳନ
ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ପାର୍ବଣ ଋତୁରେ ‘ଜିଏସଟି ସଞ୍ଚୟ ଉତ୍ସବ’ ପାଳନ କରିବା ଲାଗି ସବୁ ଦେଶବାସୀଙ୍କୁ ପତ୍ର ଲେଖିଛନ୍ତି। ‘‘କମ୍ ଜିଏସଟି ଦରର ଅର୍ଥ ହେଉଛି – ପ୍ରତ୍ୟେକ ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟଗୁଡ଼ିକ ଲାଗି ଅଧିକ ସୁବିଧା,’’ ଶ୍ରୀ ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:‘‘ଚଳିତ ପାର୍ବଣ ଋତୁରେ, ଆସନ୍ତୁ ‘ଜିଏସଟି ସଞ୍ଚୟ ଉତ୍ସବ’ ପାଳନ କରିବା! ‘‘କମ୍ ଜିଏସଟି ଦରର ଅର୍ଥ ହେଉଛି – ପ୍ରତ୍ୟେକ ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟଗୁଡ଼ିକ ଲାଗି ଅଧିକ ସୁବିଧା।’’
