ଟ୍ରେନ ଲାଇନରେ ଯୁବତୀଙ୍କ ମୃତଦେହ ଉଦ୍ଧାର
PURI BREAKING…..ଟ୍ରେନ ଲାଇନରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ଟ୍ରେନ୍ ଲାଇନରେ ଗୋଡ଼ କଟିବା ସହ ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପଡ଼ିଛି ମୃତଦେହ। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଯବତ କରିବା ସହିତ ଯୁବତୀଙ୍କ କଲେଜ i card ଓ ମୋବାଇଲ ଫୋନକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ନାଁ ଖୁସି ରାଉତ। ତାଙ୍କ ଘର ପୁରୀ ସଦରଥାନା ଅନ୍ତର୍ଗତଃ ବାଟ ଗାଁର ବୋଲି ଜଣାପଡିଛି। ଯୁବତୀ ଜଣଙ୍କ ପୁରୀ ସରକାରୀ ଓମେନ୍ସ କଲେଜ +3ପ୍ରଥମ ବର୍ଷ ବୋଲି ଜଣାପଡିଛି ।ଏହା ହତ୍ୟା ନା ଆତ୍ମହତ୍ୟା ଏହାର କାରଣ ଜଣାପଡ଼ିନାହିଁ।
