ବରିଷ୍ଠ ବିଜେପି ନେତାଙ୍କ ବନ୍ଧୁମିଳନ।
ରଘୁନାଥପୁର ତା୧୧/୧୦:-ପବିତ୍ର ଲକ୍ଷ୍ମୀ ପୂଜା ଅବସରେ ବରିଷ୍ଠ ବିଜେପି ନେତା ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଆଇନଜୀବୀ ରାଜକିଶୋର ବେହେରା ଙ୍କ ନେତୣତ୍ୟରେ ଏକ ମନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମ ରେ ଆଇନଜୀବୀ ଶ୍ରୀ ବେହେରା ଉପସ୍ଥିତ ରହି ସମସ୍ତନେତା ଓ କର୍ମୀ ମାନଙ୍କୁ ସ୍ଵାଗତଜଣାଇ ଥିଲେ।ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ସୁବାଷ ଜେନା, ରଘୁନାଥପୁର ମଣ୍ଡଳ ସଭାପତି ସ୍ଵରାଜ ସାମଲ,ଜଇପୁର ମଣ୍ଡଳ ସଭାପତି ବନୋଜ ନାୟକ,ଯୁବନେତା ବଳରାମ ଦଳାଇ,କ୍ଷିତୀଶ ଦାସ, ତ୍ରିନାଥ ବାରିକ,ଶୁଭକାନ୍ତ ରଣା,ସତ୍ୟବ୍ରତ ପଣ୍ଡା,ଦୀପ୍ତି ରଞନ ମହାପାତ୍ର,ବାଦଲ ମହାନ୍ତି,ମନୋଜ ସାହୁ,ବିଜୟ କୁମାର ଦାସ, ଜ୍ୟେତି ସାହୁ, ସଚ୍ଚିକାନ୍ତ ବାରିକ, ଅଶୋକ ନାୟକ,ସେହେଶୁଂ ଜେନା, ଲୁଭେନ୍ଦୁ ମିଶ୍ର ଙ୍କ ସମେତ ବହୁ ନେତୣବୁନ୍ଦ ଯୋଗଦେଇ ଆଗାମୀ ଦିନରେ ଦଳୀୟ କାର୍ଯ୍ୟପନ୍ଥା ସମ୍ପର୍କ ରେ ଆଲୋଚନା କରିବା ସହିତ ପରସ୍ପର ମଧ୍ୟରେ ଭାତୣଭାବ ବାଣ୍ଟି ଥିଲେ।
