ନବରଙ୍ଗପୁର ଅବକାରୀ ବିଭାଗ ଦ୍ବାରା ଦେଶୀ ମଦ ଜବତ ,ଅଭିଯୁକ୍ତ ଗିରଫ
ନବରଙ୍ଗପୁର ଅବକାରୀ ବିଭାଗ ଦ୍ବାରା ଦେଶୀ ମଦ ଜବତ ,ଅଭିଯୁକ୍ତ ଗିରଫ
ନବରଙ୍ଗପୁର ( )୧୬.୧୦.୨୦୨୫ ଅବକାରୀ ବିଭାଗ ଅଧିକାରୀ ଶ୍ରୀ ଦୀଲିପ କୁମାର ରଥ ଙ୍କ ନେତୃତ୍ଵରେ ଓ ମିଳିତ କର୍ମଚାରୀଙ୍କ ସହ !
ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ, କୁସୁମି ଗ୍ରାମରେ ଚଢ଼ାଉ କରି ରୁପୂ ବିଶୋଇ ଘର ବାରିପଟ ମଦ ଲୁଚାଉ ଥିବା ବେଳେ ଆସାମି ନିକଟରୁ ୧୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ୨୫ ଲିଟର ପୋଚ ମଦ ରାନ୍ଧି ବା ପାଇଁ ପ୍ରସ୍ତୁତ ହୋଇ ଥିବାରୁ ପୋଚ କୁ ଜବତ କରା ଗଲା। ( ୨)ନବରଙ୍ଗପୁର ଥାନା ଅନ୍ତର୍ଗତ, ମହୁଲ ପଦର ଗ୍ରାମ ରେ ଚଢାଉ କରି , ଅର୍ଜୁନ ଗୌଡ଼ ନିକଟରୁ ୧୮(ଅଠର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା, ଆସାମୀ ଦୁଇ ଜଣ ଙ୍କୁ ମାନ୍ୟବର SDJM ଙ୍କ ଅଦାଲତରେ ହାଜର କରାଗଲା । vide PR No- 79/2025-26 & 80/2025-25 of Inspector of Excise Nabarang pur Range ରେ ମକଦ୍ଦମା ରୁଜୁ କରାଗଲା, ଏହି ଚଢାଉ ରେ ରିସମା ସୁନା, ସୁଧାଂଶୁ ଶେଖର ବଘ୍ ଓ ଅକ୍ରମ ଖାନ ସହଯୋଗ କରି ଥିଲେ।
