ମା ଗଜଲକ୍ଷ୍ମୀ ପୂଜା ତରଫରୁ ଭଜନ ସମାରୋହ ର ଆୟୋଜନ

ପୁରୀ ହେରାଗୌରୀ ସାହି ପୂଜା କମିଟି ତରଫରୁ ନୀଳକଣ୍ଟେଶ୍ୱର ମନ୍ଦିର ନିକଟରେ ମା ଗଜଲକ୍ଷ୍ମୀ ପୂଜା ତରଫରୁ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ସଂମାନ୍ୱିତ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ଶ୍ରୀ ଯୁକ୍ତ ସୁଭାଶିଷ ଖୁଣ୍ଟିଆ ଶୁଭ ଉଦ୍ଘାଟନ କରିଥିବା ବେଳେ କମିଟି ତରଫରୁ ସଚିଦାନନ୍ଦ ଷଡ଼ଙ୍ଗୀ ଓ ପଣ୍ଡିତ ବିଶ୍ଵମ୍ବର ଦାସ ଙ୍କୁ ସଂମାନ୍ୱିତ କରାଯାଇଥିଲା, କମିଟି ର ସେକ୍ରେଟେରୀ ଦେବାଶିଷ ଦଶଗୁପ୍ତା ଙ୍କ ଶହ ଋତୁ ରଞ୍ଜନ ଦାସ, ଦୁଃଖିଶ୍ୟାମ ଷଡ଼ଙ୍ଗୀ, ପରେଶ ଦିବୁ, ତପନ ସୋନୁ ଭାନୁଦା ବୁଲୁ ଦିଲୁ ଙ୍କ ସମେତ ପୂଜକ ଦେବ ପଣ୍ଡିତ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଆଗେଇ ନେଇଥିଲେ

Leave a Reply

Your email address will not be published. Required fields are marked *