ଅଜଣା ଗାଡି ଧକ୍କାରେ ୩ ମୃତ
କାମାକ୍ଷାନଗର,-ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବାଇସିଙ୍ଗା ପଞ୍ଚାୟତ ର ମାଲପୁରା ଗ୍ରାମ ଠାରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କ ର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ll ମୃତ କିମ୍ୱା ଗୁରୁତର ଙ୍କ ର ପରିଚୟ ମିଳି ପାରିନାହିଁ l ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ ପରେ ବ୍ୟବଛେଦ ର ବ୍ୟବସ୍ଥା କରିଥିବାର ଜଣାଯାଇଛି l
