ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ଅମର୍ଦା ରୋଡ୍ ରେଳ ଷ୍ଟେସନର ୟାର୍ଡ ପୁନଃମଡେଲିଂକୁ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ ।
ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ଅମର୍ଦା ରୋଡ୍ ରେଳ ଷ୍ଟେସନର ୟାର୍ଡ ପୁନଃମଡେଲିଂକୁ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ ।ଭୁବନେଶ୍ୱର, ତାରିଖ: 30.10.2025।ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ମଣ୍ଡଳ ଅନ୍ତର୍ଗତ ଅମର୍ଦା ରୋଡ୍ ରେଳ ଷ୍ଟେସନର ୟାର୍ଡ ପୁନଃମଡେଲିଂ କାର୍ଯ୍ୟ ହେତୁ ନିମ୍ନଲିଖିତ ଚାରିଟି ମେମୁ ଟ୍ରେନ 2 ନଭେମ୍ବର 2025 ରେ ବାତିଲ ରହିବ।ବାତିଲ ହେଉଥିବା ଟ୍ରେନଗୁଡ଼ିକ:ଟ୍ରେନ ନଂ. 68049 — ଖଡ଼ଗପୁର–ଭଦ୍ରକ ମେମୁଟ୍ରେନ ନଂ. 68050 — ଭଦ୍ରକ–ଖଡ଼ଗପୁର ମେମୁଟ୍ରେନ ନଂ. 68052 — ଭଦ୍ରକ–ବାଲେଶ୍ୱର ମେମୁଟ୍ରେନ ନଂ. 68051 — ବାଲେଶ୍ୱର–ଭଦ୍ରକ ମେମୁଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ସେହି ଅନୁସାରେ ନିଜ ଯାତ୍ରା ଯୋଜନା କରିବେ।
